ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଆଇଜିସିଏମଆଇଏଲ୍ ସହ ଇଣ୍ଡିଆନ୍ ଅଏଲ୍ର ପ୍ରଥମ କାରବାର; ଭାରତକୁ ବିଦେଶୀ ପୁଞ୍ଜି ଆଣିବା ରହିଛି ଲକ୍ଷ୍ୟ
ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍, ଆଇଓସି ଗ୍ଲୋବାଲ୍ କ୍ୟାପିଟାଲ ମ୍ୟାନେଜମେଣ୍ଟ ଆଇଏଫ୍ଏସ୍ସି ଲିମିଟେଡ୍ (ଆଇଜିସିଏମଆଇଏଲ୍)ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ଆଜି ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଏହାର…