ଅକ୍ଟୋବର ୧୩ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍‌ ପେନ୍‌’

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ୧୩ ତାରିଖରେ ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍‌ ପେନ୍‌’ । ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍ ପେନ୍’ର ସୁଟିଂ ଓ ଅନ୍ୟାନ୍ୟ କାର୍ଯ୍ୟ ଏହାରି ମଧ୍ଯରେ ଶେଷ…

ରାସ୍ତା ମଝିରେ ଜନ୍ମଦିନ ପାର୍ଟି କରିବା ପଡ଼ିଲା ମହଙ୍ଗା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୪ ଗିରଫ

ନୋଏଡା: (ଓଡ଼ିଶା ଭସ୍କର) ମହଙ୍ଗା ପଡ଼ିଲା ରାସ୍ତା ମଝିରେ ଜନ୍ମଦିନ ପାର୍ଟି ପାଳନ କରିବା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରଛି ପୋଲିସ। ଘଟଣାଟି ଉତ୍ତରପ୍ରଦେଶ ନୋଏଡାର ଏକ ସମୁଦ୍ର କୂଳ…

ଯଦି ଚାହା ପିଇଲେ ନିଦ ଲାଗୁନି: ତେବେ ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ଯେତେବେଳେ ଆମେ ଚା' ତିଆରି କରିଥାଉ, ସେତେବେଳେ ଏଥିରୁ ପ୍ରାୟ ୭୦%-୮୦% କ୍ୟାଫିନ୍ ବାହାରି ଥାଏ । ମସ୍ତିସ୍କକୁ ଏକ ପ୍ରକାରର ସଙ୍କେତ ଦେଇଥାଏ କ୍ୟାଫିନ୍ । ଆମର ଥକାପଣ ଆଡେନୋସିନ ନାମକ ଏକ…

ସରିଲା ଉର୍ଫିଙ୍କ ନିର୍ବନ୍ଧ ! ଭାଇରାଲ ହେଲା ଫଟୋ

ଓଡ଼ିଶା ଭାସ୍କର: ନିଜ ପୋଷାକକୁ ନେଇ ସବୁବେଳେ ଚର୍ଚ୍ଚାର ରହୁଥିବା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକଙ୍କ ସମାଲୋଚନାର ଶୀକାର ହେଉଥାନ୍ତି ଉର୍ଫି । କେହିଲ କେହି ଉର୍ଫିଙ୍କୁ କ୍ରିଏଟିଭ୍ କହି ପ୍ରଶଂସା କରୁଥିବା ବେଳେ…

ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି କରିବା ସହ ବିଭିନ୍ନ ସମସ୍ୟାକୁ ଦୂର କରେ ଏସବୁ ଖାଦ୍ୟ

ଓଡ଼ିଶା ଭାସ୍କର: ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ହେଉଛି ରକ୍ତରେ ଥିବା ଏକ ପ୍ରକାରର ରକ୍ତ କଣିକା, ଯାହା ଶରୀର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଶରୀରରେ ରକ୍ତଚାପକୁ ଠିକ୍ ମାତ୍ରାରେ ବଜାୟ ରଖିବା, ରକ୍ତକୁ ସଫା…

ବାସ୍ତୁଶାସ୍ତ୍ର ହିସାବରେ ଘରର ଏହି ସ୍ଥାନରେ ରଖନ୍ତୁ ଘଣ୍ଟା ଓ ମୋବାଇଲ୍, ହେବ ଧନର ବର୍ଷା

ଓଡ଼ିଶା ଭାସ୍କର: ଆମ ଓଡ଼ିଆରେ ଏକ ଲୋକ କଥା ଅଛି ମାନିଲେ ଠାକୁର, ନ ମାନିଲେ ପଥର । ସେଥିଲାଗି ତ କୁହାଯାଇଛି ବିଶ୍ଵାସେ ମିଳନ୍ତି ହରି । ଯଦି ଆମେ ଭଗବାନଙ୍କୁ ମାନୁଛେ ତେବେ ବେଦ-ଶାସ୍ତ୍ରକୁ ଆମେ ଅମାନ୍ୟ କରି ପାରିବା…

ଇଣ୍ଡିଆନ୍ ଡିଫ୍ କ୍ରିକେଟ୍ ଆସୋସିଏସନ୍ କୁ ମିଳିଲା ମହାତ୍ମା ପୁରସ୍କାର ୨୦୨୩

ଭୁବନେଶ୍ୱର: “ନିଜକୁ ଖୋଜିବାର ସର୍ବୋତ୍ତମ ଉପାୟ ହେଉଛି ଅନ୍ୟମାନଙ୍କ ସେବାରେ ନିଜକୁ ହରାଇବା’ ’| ମହାତ୍ମା ଗାନ୍ଧୀଙ୍କ ଏହି ସରଳ ତଥାପି ଅତ୍ୟଧିକ ଚିନ୍ତନକାରୀ ଶବ୍ଦ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଆବଶ୍ୟକ…

ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଚଳିତ ବିଧାନସଭା ମୌସୁମୀ ଅଧିବେଶନ: ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ସରିଲା ଚଳିତ ବିଧାନସଭା ମୌସୁମୀ ଅଧିବେଶନ। ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି। ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଅଧିବେଶନ। ବିଧାନସଭା ଆରମ୍ଭରୁ…

କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମିଳିଲା ମଞ୍ଜୁରୀ । କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରରେ ପ୍ରସ୍ତୁତ…

ମହିଳାଙ୍କ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ କରି ଗିରଫ ହେଲା ଭିଣେଇ

କେନ୍ଦୁଝର: କେନ୍ଦୁଝରରୁ ଆସିଛି ଏକ ହୃଦୟ ବିଦାରକ ଖବର । ଜଣେ ମହିଳାଙ୍କୁ ଦୁଷ୍କର୍ମ କରି, ସେ ସମୟର ଭିଡିଓ ଭାିରାଲ କରିଲେ ସମ୍ପର୍କିୟ । ଭିଡିଓ କରି ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ଦେଉଥିଲେ ଧମକ । ମହିଳା…