ପ୍ରେମ କରିବା ପଡିଲା ମହଙ୍ଗା, ଝିଅର ଗଳା କାଟି ଅତି ନିର୍ମମ ଭାବେ ହତ୍ୟାକଲେ ପରିବାର ଲୋକ
ଓଡିଶା ଭାସ୍କର ବିହାରର ଦରଭଙ୍ଗା ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅନର କିଲିଂ ଘଟଣା । ଘଟଣାଟି ବିଶ୍ୱବିଦ୍ୟାଳୟ ଥାନା ଅଧୀନ ଆଜମନଗରର ଲୁଚିବାଡା ଅଞ୍ଚଳର । ପ୍ରେମ ଜନିତ କାରଣକୁ ନେଇ ଜଣେ ଯୁବତୀଙ୍କୁ ପରିବାର ଲୋକେ ଗଳା…