ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକରଙ୍କ କଶ୍ମୀର ପ୍ରସଙ୍ଗକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ ପେଟାଲ…

‘ମୁଁ ତୁମ ଭଉଣୀକୁ ମାରିଦେଇଛି, ଘରକୁ ଆସି ତା’ର ଅନ୍ତିମ ସଂସ୍କାର କର’, ପତ୍ନୀଙ୍କୁ ହତ୍ୟା କରି ଶାଳକକୁ ଡାକିଲା ଭିଣୋଇ

ଓଡ଼ିଶା ଭାସ୍କର: ମୁଁ ତୁମ ଭଉଣୀକୁ ହତ୍ୟା କରିଛି, ଆସି ତା'ର ଅନ୍ତିମ ସଂସ୍କାର କର। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫୋନରେ ଏକଥା କହିବା ପରେ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ। ପତ୍ନୀଙ୍କୁ ହତ୍ୟା କରିବାର…

ଅଧିକ ସମୟ ଫୋନ ଧରୁଥିଲେ କରନ୍ତୁ ଏହି ସେଟିଂ, ବଦଳିଯିବ ଅଭ୍ୟାସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି…

କଳାକାରଙ୍କୁ ନିମନ୍ତ୍ରଣକଲେ ହେଲେ ରାଷ୍ଟ୍ରପତିଙ୍କୁ ଭୁଲିଗଲେ, ବିଜେପିକୁ ଟାର୍ଗେଟ କରି ଏପରି କହିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା ବିଜେପି।…

୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମାଲକାନଗିରି ଗସ୍ତରେ ଯାଇଥିଲେ । ତାଙ୍କୁ ସେଠାରେ ଶହ ଶହ ଜନତା ଓ ବିଜେପି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସେହି ସମୟରେ ବିଜେପି ରାଜ୍ୟ ସଭାପତି…

ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ

ଭୁବନେଶ୍ଵର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ସଙ୍ଘର ଆନ୍ଦୋଳନ। ପ୍ରାଥମିକ ଶିକ୍ଷକ ସଙ୍ଘର ଆଲୋଚନା ପରେ ନିଷ୍ପତି। ଆନ୍ଦୋଳନ ସ୍ଥଗିତ ନେଇ ସଙ୍ଘ ମହାସଚିବଙ୍କ ସୂଚନା। ତିନି ଦଫା ଦାବିରେ ଚଳାଇଥିଲେ ଆନ୍ଦୋଳନ।…

ଏହି ଯୋଜନାରେ ଝିଅ ଜନ୍ମଠାରୁ ପାଠପଢା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ । ଯାହା ଆପଣଙ୍କ ପରିବାର ପାଇଁ ଆବଶ୍ୟକ ହୋଇ ପାରେ…

ହମସଫର ଏକ୍ସପ୍ରେସ୍ ଟ୍ରେନରେ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ବେଳର ଭିଡିଓ

ଓଡ଼ିଶା ଭାସ୍କର: ଗୁଜରାଟର ତିରୁଚିରାପଲ୍ଲୀରୁ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନ୍ ରେ ହୋଇଥିବା ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ…

୨୦୨୬ରେ କେତେ ହେବ ଓଡ଼ିଶାର ବିଧାନସଭା ଓ ଦେଶର ଲୋକସଭା ଆସନ ଆସନ ସଂଖ୍ୟା ?

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶର ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପ୍ରତିନିଧିତ୍ୱ ବଢିବ । କିନ୍ତୁ ଏଥିପାଇଁ ଆମକୁ ୨୦୨୯ ଲୋକସଭା…

୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

ଓଡ଼ିଶା ଭାସ୍କର: ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଲେ ମହିଳା। ଏଭଳି ଘଟଣା ଘଟିଛି ବିହାରର ସୁପୌଲରେ। ଅଭିଯୁକ୍ତ ମା’ ଏଭଳି କରିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ…