ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ସବୁଠୁ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ହେବାକୁ ଯାଉଛି ବିଶ୍ଵର ପରିସ୍ଥିତି
ଓଡ଼ିଶା ଭାସ୍କର: ବିଶ୍ଵ ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭାଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ତାଙ୍କ କହିବା ଅନୁସାରେ୨୦୨୩ ମସିହା ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ କହିଥିଲେ।…