ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ; ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ନିଷ୍ପତ୍ତି
ଓଡ଼ିଶା ଭାସ୍କର: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ । ୨୦୨୮ ଲସ୍ଆଞ୍ଜେଲସ୍ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ । କ୍ରିକେଟ ସହ ମୋଟ ୫ଟି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ ପାଇଁ ନିଷ୍ପତ୍ତି ।…