ବଢ଼ିଗଲା ପୁରସ୍କାର ରାଶି, ଏଣିକି ଗୋବିନ୍ଦଙ୍କୁ ଧରାଇଲେ ମିଳିବ ଲକ୍ଷେ

ବଲାଙ୍ଗିର(ଓଡ଼ିଶା ଭାସ୍କର): ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାରେ ଗୋବିନ୍ଦ ସାହୁଙ୍କୁ ଧରାଇବା ଲାଗି ପୁରସ୍କାର ରାଶିକୁ ବଢ଼ାଇ ଦିଆଯାଇଛି । ଘୋଷିତ ହୋଇଥିବା ପୁରସ୍କାର ରାଶି ୨୦ ହଜାରରୁ ଲକ୍ଷେକୁ ବଢ଼ିଛି ।…

ମାର୍କ ବଢ଼ାଇବାକୁ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି । ଝିଅମାନଙ୍କ ମାର୍କ ବଢ଼ାଇବାକୁ ଦେହ ବ୍ୟବସାୟ କରାଯାଉଥିଲା…

ହେପାଜତରୁ ଫେରାର୍ ମାରିବା ଘଟଣା, ଗୋବିନ୍ଦଙ୍କୁ ଧରାଇଲେ ମିଳିବ ୨୦ ହଜାର

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ ବ୍ୟାରେକରୁ ସ୍କୁଲ ସଭାପତି ଫେରାର୍ ନେଇ ତେଜିଛି ରାଜନୀତି । ଏହାରି ମଧ୍ୟରେ ଫେରାର ସ୍କୁଲ ସଭାପତି…

ଅବସର ପରେ ଭଲ ଜୀବନ ଚାହୁଁଛନ୍ତି କି? ତେବେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

ଅବସର ଯୋଜନାର ଅର୍ଥ ହେଉଛି ଯେ, ଆପଣ କିପରି ନିଜ ଟଙ୍କାକୁ ପରିଚାଳନା କରିବେ ଯାହାଫଳରେ ଆଗାମୀ ଦିନରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ । ସମସ୍ତଙ୍କ ଜୀବନରେ ଏହା ଅତ୍ୟନ୍ତ…

ଆଧାର ଦେଖାଇ ପାଆନ୍ତୁ ନୂଆ LPG ଗ୍ୟାସ୍ କନେକ୍ସନ୍, ସବସିଡିର ବି ମିଳିବ ଫାଇଦା

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ତୈଳ ନିଗମ ଲିମିଟେଡର ଗ୍ୟାସ କମ୍ପାନୀ Indane ଏକ ବଡ଼ ଘୋଷଣା କରିଛି । Indane ଅନୁସାରେ, ଏବେ ଯେକୌଣସି ଗ୍ରାହକ କେବଳ…

ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

କଟକ(ଓଡ଼ିଶା ଭାସ୍କର): ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ନବ ନିଯୁକ୍ତ ତିନି ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର । ଆଇନଜୀବୀ ମୃଗାଙ୍ଗ ଶେଖର…

ମମିତା ନିଖୋଜ ମାମଲା: ସ୍କୁଲ ଭିତରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ!

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ଏବେ ବି ଅନେକ ରହସ୍ୟ ପରଦା ପଛରେ ରହିଛି । ପୋଲିସ ବାରାକରୁ କେମିତି…

Paytm ବ୍ୟବହାର କରୁଛନ୍ତି କି?ଯଦି ହଁ, ତେବେ ଆପଣ ଜିତିପାରିବେ ୧ ଲକ୍ଷ ଟଙ୍କା; ଜାଣନ୍ତୁ କିପରି

ନୂଆଦିଲ୍ଲୀ: ପେଟିଏମ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଆସିଛି ଖୁସି ଖବର । ପାର୍ବଣ ସମୟରେ ଆପଣ ପେଟିଏମ ମାଧ୍ୟମରେ ୧ ଲକ୍ଷ ଟଙ୍କା ପଯ୍ୟନ୍ତ ପୁରସ୍କାର ଜିତିପାରିବେ । ଡିଜିଟାଲ ପେମେଣ୍ଟ ଓ ପେଟିଏମ ପକ୍ଷରୁ…

କେବଳ ବେଡରେ ଶୋଇବାର ଚାକିରି, ଯେଉଁଥିପାଇଁ କମ୍ପାନୀ ଦେବ ୨୫ ଲକ୍ଷର ଦରମା!

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କାମ କରି କରି ଥକି ପଡୁଛନ୍ତି, କିନ୍ତୁ ବ୍ରିଟେନର ଏକ କମ୍ପାନୀ କେବଳ ବେଡରେ ଶୋଇବାକୁ ମାସକୁ ମୋଟା ଅଙ୍କର ଦରମା ଦେଉଛି । ଆପଣଙ୍କୁ ଏହା ଶୁଣି ବିଶ୍ୱାସ ନହେଲେ ବି କଥାଟି ସତ ।…

ରାଜକୁମାର ହେଲେ ସ୍ୱାସ୍ଥ୍ୟ ବିଭାଗର ACS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗର ଏସିଏସ ଭାବେ କାର୍ଯ୍ୟ କରିବେ ଆଇଏଏସ୍ ରାଜକୁମାର । ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥାନରେ ରାଜକୁମାର ଶର୍ମା କାର୍ଯ୍ୟ କରିବେ । ରାଜକୁମାରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ…