୨୪ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ: ୧୪,୨୦୦ ସୈନିକ ମାରିଥିବା ୟୁକ୍ରେନର ଦାବି

କିଭ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଗତ ୨୪ ଦିନ ହେବ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଏବେବି ଆକ୍ରମଣ କରୁଛନ୍ତି । ଲୁହାନସ୍କରେ ରୁଷ ଆକ୍ରମଣରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି…

ନକଲି ଡାକ୍ତରଙ୍କ ଗୁମର ଖୋଲିଲେ ପରିଚାରିକା: କହିଲେ- ‘କାମ କରିବା ବେଳେ ୬ ମହିଳାଙ୍କୁ ….’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତ ରମେଶ ସ୍ୱାଇଁଙ୍କ ବାହାଘର ଓ ଟଙ୍କା ଲୁଟ ଘଟଣାକୁ ନେଇ ଯେତେ ଖୋଳତାଡ଼ ଚାଲୁଛି, ସେତେ ଗୁମର ଖୋଲୁଛି । ଏହାରି ମଧ୍ୟରେ ନକଲି ଡାକ୍ତର ରମେଶଙ୍କ ଗୁମର ଖୋଲିଛନ୍ତି ପରିଚାରିକା ।…

ପାଟନାରେ ଚପଲମାର ହୋଲି! ୱାଟରପାର୍କରେ ରଙ୍ଗ ବଦଳରେ ଉଡ଼ିଲା ଜୋତା-ଚପଲ, ସାମ୍ନାକୁ ଆସିଲା Video

ପାଟନା: ହୋଲିର ପର୍ବରେ ଲୋକମାନେ ନିଜ ନିଜ ଉପାୟରେ ରଙ୍ଗ ଲଗାନ୍ତି । କିଏ ଲାଠିମାର ହୋଲି ଖେଳନ୍ତି ତ କିଏ ଫୁଲ ଓ ରଙ୍ଗ ସହ ଖେଳନ୍ତି । କିନ୍ତୁ ବିହାରର ରାଜଧାନୀ ପାଟନାରେ ଏପରି ଖୋଳି ଖେଳାଯାଇଛି, ଯେଉଁଥିରେ…

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ସୁନାବେଶ ଦେଖିବାକୁ ଧସେଇ ହୋଇ ପଶିଲେ ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ନୀତି ବିଳମ୍ବ ପାଇଁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା । ଦର୍ଶନ ଆରମ୍ଭ…

ସମସ୍ତ ରାଜ୍ୟଗୁଡ଼ିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଜେନମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଟେଷ୍ଟ-ଟ୍ରାକ-ଟ୍ରିଟ୍…

ବୁଢ଼ା କାଳେ ରାସଲୀଳା: ନାବାଳିକାକୁ ଯୌନଶୋଷଣ କରିବା ଅଭିଯୋଗରେ ୧୦୨ ବର୍ଷର ବୃଦ୍ଧଙ୍କୁ ୧୫ ବର୍ଷ କାରାଦଣ୍ଡ

ତିରୁବଲ୍ଲୁର: ତାମିଲନାଡ଼ୁ ତିରୁବଲ୍ଲୁରରେ ନାବାଳିକାକୁ ଯୌନଶୋଷଣ କରିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ଘଟଣା ୪ ବର୍ଷ ପୂର୍ବେ ଘଟିଥିବା ବେଳେ କୋର୍ଟ ଏବେ ଏହାର…

ଧୂମପାନ ଅଭ୍ୟାସ ଯୋଗୁଁ ମହିଳାଙ୍କୁ ହେଲା ବିରଳ ରୋଗ: ହାତର ଏପରି ଅବସ୍ଥା ଯେ…

କେପଟାଉନ: ଅନେକ ଲୋକଙ୍କୁ ସିଗାରେଟ ଟାଣିବାର ସଉକ ରହିଛି । ଧିରେ ଧିରେ ଏହି ସଉକ ଅଭ୍ୟାସରେ ପରିଣତ ହୋଇଯାଏ, ତାହା ଜଣା ବି ପଡେନାହିଁ । ଯଦି ସିଗାରେଟର ସଉକ ଅଛି, ତେବେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ଅତ୍ୟନ୍ତ କ୍ଷତିକାରକ…

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଚେନାବନୀ: କହିଲେ- ‘AAP ସରକାରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କୌଣସି ସହାନୁଭୂତି ନାହିଁ’

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗହଣ କରିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭଗୱନ୍ତ ମାନ । ଗୁରୁବାର ଦିନ ସେ କହିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି…

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, କହିଲେ ଏପରି…

ନୂଆଦିଲ୍ଲୀ: ଦେଶ ଦୁନିଆରେ ଆଜି ହୋଲିର ପର୍ବ ପାଳନ କରାଯାଉଛି । ହୋଲି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ହୋଲିକୁ ନେଇ ସମସ୍ତ ସହରରେ…

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆଜି ହେଉଛି ଖାସ୍ ଦିନ! ଜାଣନ୍ତୁ କାରଣ ଓ ଉପାୟ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ କରାଯାଇଛି । ସେହିପରି ଶୁକ୍ରବାର ଦିନ ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ସମର୍ପିତ । ଏହି ଦିନ ମା’ ଲକ୍ଷ୍ମୀଙ୍କ ଖାସ୍…