କରୋନା ଟିକାକରଣ ପାଇଁ ୧ ମିଲିୟନ ଡଲାର ଜିତିଲେ ମହିଳା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନାର ମୁକାବିଲା କରିବାକୁ ବିଶ୍ୱର ସମସ୍ତ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକମାନଙ୍କୁ ଟିକା ନେବା ପାଇଁ ଅନେକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଜୋଏନେ ଜୁ ନାମକ…

କୁବେର ବାବୁଙ୍କଠାରୁ ବାହାରୁଛି କୋଟି କୋଟି ସମ୍ପତ୍ତି, ଭିଜିଲାନ୍ସ ଦେଖି ଫିଙ୍ଗିଦେଇଥିଲେ ଟଙ୍କା ପେଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସରେ ଫସିଥିବା କୋଟିପତି ସରକାରୀ ବାବୁଙ୍କ ଘରୁ ବାହାରୁଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ…

ପ୍ରେମିକା ସହ ହୋଟେଲ ରୁମରେ ରୋମାନ୍ସ କରୁଥିଲେ ପୋଲିସ ବାବୁ, ଅଚାନକ୍ ପହଞ୍ଚିଲେ ପତ୍ନୀ; ଆଉ ତା’ପରେ…

କାନପୁର: ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ଧରାପଡିବାରୁ ପତ୍ନୀଙ୍କଠାରୁ ଛେଚା ଖାଇଲେ ପୋଲିସ ଇନ୍ସପେକ୍ଟର । ଏଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶରର କାନପୁରରେ ଘଟିଯାଇଛି । ଖାସ୍ କଥା ହେଉଛି ଯେ, ଯେଉଁ ସମୟରେ…

ନାଥପୁର ବୋମାମାଡ଼ ଘଟଣା: ୮ ଜଣଙ୍କୁ ବାନ୍ଧିନେଲା ପୋଲିସ

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ନାଥପୁରରେ ବୋମାମାଡ଼ ଓ ଗୁଳିମାଡ଼ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ବ୍ରହ୍ମଗିରି ଥାନା ପୋଲିସ । ଘଟଣାସ୍ଥଳରେ ଅତିରିକ୍ତ ଏସପିଙ୍କ ସହ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ…

ପ୍ରେମରେ ‘ପାଗଳ’ ହୋଇଥିବା ଯୁବକ କାଟିଦେଲା ପ୍ରେମିକାର ନାକ ଓ କାନ, ଏପରି ରହିଗଲା ଅଧୁରା କାହାଣୀ

କଟିହାର: ପ୍ରେମରେ ପାଗଳ ହୋଇଥିବା ପ୍ରେମିକମାନେ ହାତ କାଟିବା ନହେଲେ ଆତ୍ମହତ୍ୟା କରିବା ଘଟଣା ତ ଆପଣମାନେ ଶୁଣିଥିବେ । କିନ୍ତୁ ବିହାରର କଟିହାରରେ ଏକ ପାଗଳ ପ୍ରେମୀ ନିଜ ପ୍ରେମିକାର ହିଁ ନାକ ଓ କାନ କାଟିଦେଇଛି ।…

କେବଳ ହାଇ ବ୍ଲଡପ୍ରେସର ନୁହେଁ, ଲୋ ବ୍ଲଡ ପ୍ରେସର ମଧ୍ୟ ହୋଇପାରେ ‘ଷ୍ଟ୍ରୋକ୍’ର କାରଣ; ଜାଣନ୍ତୁ କିପରି ରହିବେ ସତର୍କ

ଯେଉଁମାନଙ୍କୁ ହାଇ ବ୍ଲଡ ପ୍ରେସର ରହିଛି ସେମାନଙ୍କୁ ଷ୍ଟ୍ରୋକ୍ ଆସିବାର ଆଶଙ୍କା ରହିଥାଏ ବୋଲି ଡାକ୍ତରମାନେ କହିଥିଲେ । କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନଙ୍କର ଲୋ ବ୍ଲଡ ପ୍ରେସର ରହିଛି…

ପୁଲୱାମାରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଯବାନ୍, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଜମ୍ମୁ: ଦେଶ ଓ ଏଥିରେ ରହୁଥିବା ଲୋକମାନଙ୍କ ସେବା ପାଇଁ ସର୍ବଦା ସଜାଗ ରହୁଛନ୍ତି ସେନାର ଯବାନ । ପ୍ରତିଦିନ ଅନେକ ସମସ୍ୟାର ସାମ୍ନା କରି ବି ସେମାନେ ଦେଶର ସୁରକ୍ଷା ପାଇଁ ଖୁସି ଖୁସିରେ ଜୀବନ ଦେଉଛନ୍ତି । ଏହାରି…

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, ଲିଷ୍ଟରେ ନାଁ ଜାଣିବାକୁ ଚାହୁଁଥିଲେ ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଆଗାମୀ କିସ୍ତି ଟଙ୍କା ଆସିବାକୁ ଯାଉଛି । ଚାଷୀଙ୍କ ଆକାଉଣ୍ଟକୁ ୧୫ ଡିସେମ୍ବରରେ ଏହି ଯୋଜନାର ଦଶମ କିସ୍ତି ଭାବେ…

ସ୍ଥାୟୀ ପ୍ରଶାସକ ପାଇଁ ଚିଠି ଲେଖିଲେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିଚାଳନା ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରାଯାଉ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା । ପୁରୀରେ ଶ୍ରୀମନ୍ଦିର ପ୍ରଶାସକଙ୍କ ମୁଖ୍ୟ କାର୍ଯ୍ୟାଳୟ ହେଉ…

ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚାଲିବ ସ୍ପେସାଲ ଟ୍ରେନ୍, ଜାଣନ୍ତୁ କେବେଠାରୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଏବେ ଧିରେ ଧିରେ କଟକଣାକୁ କୋହଳ କରାଯାଉଛି । ଏହାରି ମଧ୍ୟରେ ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚାଲିବାକୁ ଯାଉଛି ସ୍ପେସାଲ ଟ୍ରେନ…