DRDO ମାମଲା: ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେବି ଖୋଳତାଡ଼ ଜାରି ରହିଛି । ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ…

ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଏସଆଇ ସସପେଣ୍ଡ୍

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ମାମଲାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ସବ-ଇନ୍ସପେକ୍ଟର ତଅପୋଲି ନାୟକଙ୍କୁ କାର୍ଯ୍ୟରୁ…

ACF ମୃତ୍ୟୁ ମାମଲା: ଆସିଲା ଲାଏ ଡିଟେକ୍ସନ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଆଜି ବି ଅଡୁଆ ସୂତା ପରି ଛନ୍ଦି ହୋଇରହିଛି । ଏହାରି ମଧ୍ୟରେ ୩ ପ୍ରମୁଖ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି…

କାହିଁକି ହୋଇଥିଲା ବଳଙ୍ଗା ଥାନା ବିସ୍ଫୋରଣ ? ସାମ୍ନାକୁ ଆସିଲା ବଡ଼ ତଥ୍ୟ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ମାମଲାରେ ଆସିଛି ନୂଆ ତଥ୍ୟ । ଥାନାର ମାଲଖାନାରେ ‘ଡିନାମାଇଟ୍’ ବିସ୍ଫୋରକ ଥିବା ଜଣାପଡିଛି । ପାହାଡ଼ ଫଟାଇବା ପାଇଁ ଶକ୍ତିଶାଳୀ…

ସ୍ୱାମୀ ଆଗରେ ସ୍ତ୍ରୀର ଶରୀରକୁ ‘ସୁନ୍ଦର’ କହିଦେଲା ଡାକ୍ତର, ରାଗରେ ଆସି ନିର୍ଧୂମ୍….

ନୂଆଦିଲ୍ଲୀ: ରୋଗୀଙ୍କ ପ୍ରଶଂସା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି । ମହିଳା ନିଜ ସ୍ୱାମୀଙ୍କ ଆଗରେ ଏହାର ଅଭିଯୋଗ କରିଥିଲେ, ଫଳରେ ରାଗରେ ଆସି ଡାକ୍ତରଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ସ୍ୱାମୀ । ଏହି ମାମଲା ଆଗକୁ…

୨୪ ଘଣ୍ଟା ମଧ୍ୟରେ କରୋନା ନେଲା ୩୭୮ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ କରୋନା ସଂକ୍ରମଣ କେତେବେଳେ ବଢ଼ୁଛି ତ କେତେବେଳେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୮୭୦ ଜଣ ନୂଆ କରୋନା ଆକ୍ରାନ୍ତ…

ଗୋଟିଏ ନୁହେଁ ୪ ଯୁବକଙ୍କ ସହ ଯୁବତୀ ଫେରାର୍, ଲଟେରୀରୁ ହେଲା ବାହାଘରର ନିଷ୍ପତ୍ତି

ଦୁନିଆରେ ପ୍ରତିଦିନ କିଛି ନା କିଛି ଅଜବ ଘଟଣା ଘଟିଥାଏ । ଏପରି ଏକ ମାମଲା ଉତ୍ତରପ୍ରଦେଶର ଆମ୍ବେଦକର ଜିଲ୍ଲାରୁ ଆସିଛି, ଯେଉଁଠାରେ ଗୋଟିଏ ଝିଅକୁ ବାହାହେବା ପାଇଁ ଇଛୁକ ଥିବା ୪ ଯୁବକଙ୍କୁ ନେଇ ପଞ୍ଚାୟତ ବସିଥିଲା ।…

ସ୍କୁଲରେ ପଶିଲା କରୋନା, ଏକାସାଙ୍ଗରେ ୬୦ ପଜିଟିଭ୍

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି, ଫଳରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ବେଙ୍ଗାଲୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରର ଚୈତନ୍ୟ ବୋଡିଂ…

ଏହି ବ୍ୟକ୍ତି ପିନ୍ଧୁଛନ୍ତି ଦୁନିଆର ସବୁଠାରୁ ମହଙ୍ଗା ସୁନାର ସାର୍ଟ, ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଟଙ୍କା ସବୁକିଛି ବଦଳାଇପାରେ । ଆଜିକାଲି ଧନୀ ଲୋକଙ୍କର ଅଜବ ସଉକ୍ ଦେଖିବାକୁ ମିଳୁଛି । ସେହିପରି ମହାରାଷ୍ଟ୍ର ଜଣେ ପ୍ରସିଦ୍ଧ ବ୍ୟବସାୟୀ ଓ ରାଜନେତା ପଙ୍କଜ ପାରଖ, ଯେକି ‘the man with the golden shirt’…

ଅକ୍ଟୋବର ୩୧ ଯାଏଁ ବଢ଼ିଲା କୋଭିଡ୍ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ପୁଣି କୋଭିଡ଼ ଗାଇଡଲାଇନକୁ ଅକ୍ଟୋବର ୩୧ ଯାଏଁ ବଢ଼ାଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ହାର…