୧୬ରେ ସମୀକ୍ଷା କରିବେ ମୋଦୀ: ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର କମିଥିଲେ ବି ନୂଆ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇବାରେ ଲାଗିଛି । ଏହାରି ମଧ୍ୟ୍ୟରେ ଓଡ଼ିଶା ସମେତ ୬ଟି ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ…

କୋଭିଡ ମେଡିକାଲରେ ଅକ୍ସିଜେନ୍ ଟ୍ୟାଙ୍କ ଫାଟିବାରୁ ଭୀଷଣ ଅଗ୍ନିକାଣ୍ଡ, ବର୍ତ୍ତମାନ ସୁଦ୍ଧା ୫୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା କାଳରେ ଅକ୍ସିଜେନ୍ ଜୀବନ ବଞ୍ଚାଉଥିବା ବେଳେ ଇରାକର ଦକ୍ଷିଣୀ ସହର ନାସିରିୟାର ଏକ କୋଭିଡ ମେଡିକାଲରେ ଅକ୍ସିଜେନ୍ ଟ୍ୟାଙ୍କ ଫାଟିବାରୁ ଅନେକଙ୍କ ମୃତ୍ୟୁ ଘଟିଛି । ଅତି ଭୟଙ୍କର ଅଗ୍ନିକାଣ୍ଡ ହେବାରୁ…

ଝଗଡ଼ା କରି ସ୍ତ୍ରୀ ବାପଘରକୁ ପଳାଇବାରୁ ଦ୍ୱିତୀୟ ବିବାହ କଲା ସ୍ୱାମୀ: ଆମ୍ନାସାମ୍ନା ହେବାରୁ ଏପରି ଆରମ୍ଭ ହେଲା ତାଣ୍ଡବ

ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ନନେଇ ଦ୍ୱିତୀୟ ବିବାହ କରିବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା । ରାଜସ୍ଥାନର ଧୌଲପୁର ଜିଲ୍ଲାରେ କୌତୱାଲୀ ଥାନାର କେରୀ ଅଞ୍ଚଳରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ୱାମୀଙ୍କ…

ଏଣିକି ଘରେ ବସି କରିପାରିବେ କରୋନା ଟେଷ୍ଟ, ଏହି କମ୍ପାନୀ ମାତ୍ର ୩୨୫ ଟଙ୍କାରେ ଲଞ୍ଚ କଲା କିଟ୍

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଲୋକମାନେ ଥଣ୍ଡା ବା ଜ୍ୱରରେ ଆକ୍ରାନ୍ତ ହେଲେ ବି କୋଭିଡ଼ ସେଣ୍ଟରକୁ ଯାଇ ଟେଷ୍ଟ କରିବାକୁ ଭୟ କରୁଛନ୍ତି । କିନ୍ତୁ…

ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୯୩୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୯୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଏହି ୨ଟି ରାଶି ପାଇଁ ମଙ୍ଗଳବାର ହେବ କଷ୍ଟଦାୟକ, ହୋଇଯାଆନ୍ତୁ ସାବଧାନ୍

ମଙ୍ଗଳବାର ଦିନ କର୍କଟ, କନ୍ୟା ଓ ବିଛା ରାଶି ସମେତ ଅନ୍ୟ ରାଶିର ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଏହି ଦିନ ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ । କିନ୍ତୁ ବୃଷ ସମେତ ଦୁଇଟି ରାଶିର ଲୋକେ ସାବଧାନ୍ ରହିବା…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର! ସେପ୍ଟେମ୍ବରରୁ ବଢ଼ିଯିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଏଥର ଦିପାବଳୀ ଓ ଦଶହରା ଖୁବ୍ ସାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଆକାଉଣ୍ଟକୁ DA , DRର ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । ରିପୋର୍ଟ ମୁତାବକ, DA ଓ DRର ବୃଦ୍ଧି…

ଶରଧାବାଲିରେ ୩ ରଥ, ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ଭାସ୍କର): ଶରଧାବାଲିରେ ଲାଗିଲା ୩ ଠାକୁରଙ୍କ ୩ ରଥ । ତାଳଧ୍ୱଜ ଓ ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ନନ୍ଦିଘୋଷ ରଥ । ବିନା ଭକ୍ତରେ ୩ ରଥ ଟାଣିଆଣିଲେ ସେବାୟତ । ନବଦିନାତ୍ମକ ଯାତ୍ରାରେ ଭାଇ, ଭଉଣୀଙ୍କୁ…

ପ୍ରଥମଥର ପାଇଁ କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇ ୫ ଦିନରେ ମହିଳାଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ସାରା ବିଶ୍ୱ ଥିବା ବେଳେ ଏହାର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ବିଶ୍ୱରେ କରୋନାର ଅଲଗା ଅଲଗା ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିବାରେ…