ଇମ୍ୟୁନିଟି ପାୱାର ବଢାଇବାକୁ ଦିଲ୍ଲୀ ସରକାରଙ୍କ ନୂଆ ପ୍ଲାନ୍, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀ ସରକାର ଏବେ ଲୋକଙ୍କୁ ଇମ୍ୟୁନିଟି ଶକ୍ତି ବଢାଇବାକୁ…