Breaking News ମଧ୍ୟପ୍ରଦେଶର ଛତ୍ରପୁରରେ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ: ୨୦ ରୁ ୨୫ ଜଣ ଆହତ Sushreejyoti Routray Nov 17, 2024 ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତ୍ରପୁରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେତୁ ଏକ ବଡ଼ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏହି ଘଟଣାରେ ୨୦ ରୁ ୨୫ ଜଣ ଆହତ ହୋଇଛନ୍ତି ବୋଲି କୁହାଯାଉଛି । କୁହାଯାଉଛି ଯେ ଏହି…
Breaking News ଆସୁଛି ବିପଦ ! ୨୫ ବର୍ଷ ଭିତରେ ୪ କୋଟି ଜୀବନ ନେବ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ Sushreejyoti Routray Nov 16, 2024 ଆସନ୍ତା ୨୫ ବର୍ଷରେ ଡ୍ରଗ-ରେଜିଷ୍ଟାଣ୍ଟ ସୁପରବଗ ନେବ ୪ କୋଟି ଲୋକଙ୍କ ଜୀବନ । ଏବଠାରୁ ଏଥିଲାଗି ସତର୍କ ରହିବା ଲାଗି ଆହ୍ବାନ ଦିଆଯାଇଛି । ଔଷଧ ପ୍ରତିରୋଧକ ସୁପରବଗ ଅର୍ଥାତ ବ୍ଯାକ୍ଟେରିଆର ବିଭିନ୍ନ ପ୍ରଜାତି, ଭାଇରସ,…
Breaking News ଆକ୍ସନ ମୋଡ଼ରେ ସରକାର : ୮ କର୍ମଚାରୀଙ୍କୁ ଚାକିରିରୁ କଲେ ବିଦା , ୨୦ ନିଲମ୍ବିତ Sushreejyoti Routray Nov 16, 2024 ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତ ଥିବା ବିଭାଗୀୟ ୮ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ…
Breaking News ପ୍ରଚାର ସମୟରେ ବିଗିଡ଼ିଲା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ : ଛାତିରେ ଯନ୍ତ୍ରଣା ହେବାରୁ ଅଧାରୁ ଛାଡ଼ିଲେ ରୋଡ୍ ସୋ Sushreejyoti Routray Nov 16, 2024 ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଅଭିନେତା ଗୋବିନ୍ଦା ମହ୍ୟୁତିଙ୍କ ପାଇଁ ପ୍ରଚାର କରିବାକୁ ଶନିବାର ଜାଲଗାଓଁ ଜିଲ୍ଲାକୁ ଆସିଥିଲେ । ତାଙ୍କୁ ପାଚୋରା ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ, ଯେତେବେଳେ…
Breaking News ମହାରାଷ୍ଟ୍ର ନିର୍ବାଚନ: ରାହୁଲ ଗାନ୍ଧୀ ଓ ଶରଦ ପାୱାରଙ୍କ ହେଲିକପ୍ଟରକୁ କରାଗଲା ଯାଞ୍ଚ, ସଞ୍ଚୟ ରାଉତଙ୍କ ବ୍ୟାଗ୍ ମଧ୍ୟ… Sushreejyoti Routray Nov 16, 2024 ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶନିବାର ଅମରାବତୀରେ ପହଞ୍ଚିଛନ୍ତି । ଏହି ସମୟରେ ନିର୍ବାଚନ ଅଧିକାରୀ (ଇସି) ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ତଲାସି…
Breaking News ବି.ଏଡ୍ ପାଇଁ ସ୍ପଟ୍ ନାମଲେଖା ଆବେଦନ ପ୍ରକ୍ରିୟା: ୧୯ରେ ପ୍ରକାଶ ପାଇବ ମେଧା ତାଲିକା Sushreejyoti Routray Nov 16, 2024 ଭୁବନେଶ୍ୱର : ସ୍ନାତକ, ସ୍ନାତକୋତ୍ତର ଏବଂ ଦୁଇବର୍ଷିଆ ବି.ଏଡ୍ ଏବଂ ଏମ୍.ଏଡ୍ ପାଠ୍ୟକ୍ରମରେ ସ୍ପଟ୍ ନାମଲେଖା ଆବେଦନ ପ୍ରକ୍ରିୟା ଗତକାଲି ଶେଷ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ୭୦…
Breaking News ରାତିରେ AC ଲଗାଇ ଶୋଇଥିଲେ, ସକାଳେ ବିଛିଗଲା ମୃତଦେହ : ହାଇ-ରାଇଜ୍ ସୋସାଇଟର ଗୋଟିଏ ଭୁଲ ପରିବାର ଉପରେ ପଡ଼ିଲା ମହଙ୍ଗା Sushreejyoti Routray Nov 16, 2024 ନୂଆଦିଲ୍ଲୀ : ଚେନ୍ନାଇର ଜଣେ ବ୍ୟାଙ୍କ ମ୍ୟାନେଜର ବହୁ ପରିଶ୍ରମ କରି ଏକ ହାଇ-ରାଇଜ୍ ଆପାର୍ଟମେଣ୍ଟରେ ଏକ ଘର କିଣିଥିଲେ । ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ । ସବୁକିଛି ଠିକ୍ ଚାଲିଥିଲା ।…
Breaking News ଶୀଘ୍ର କରନ୍ତୁ ଆବେଦନ: ଆଜି IDBI ବ୍ୟାଙ୍କ ESO ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ Sushreejyoti Routray Nov 16, 2024 ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (IDBI) ୬ ନଭେମ୍ବର ୨୦୨୪ ରେ ଏଗ୍ଜିକ୍ୟୁଟିଭ ବା କାର୍ଯ୍ୟନିର୍ବାହୀ ପଦବୀ (ବିକ୍ରୟ ଏବଂ ଅପରେସନ୍) ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା…
Breaking News ସବୁଠାରୁ ଖରାପ ପାସୱାର୍ଡର ଲିଷ୍ଟ ଜାରି, ଏହା ହେଉଛି ଭାରତରେ ସର୍ବାଧିକ ବ୍ୟବହୃତ ପାସୱାର୍ଡ Sushreejyoti Routray Nov 16, 2024 ନର୍ଡପାସ୍ ନିକଟରେ ଏହାର ବାର୍ଷିକ ଅନୁସନ୍ଧାନ "ଟପ୍ ୨୦୦ ମୋଷ୍ଟ କମନ୍ ପାସୱାର୍ଡ" ର ଷଷ୍ଠ ସଂସ୍କରଣ ଜାରି କରିଛି, ଯାହା ୪୪ ଟି ଦେଶରେ ସର୍ବାଧିକ ବ୍ୟବହୃତ ପାସୱାର୍ଡଗୁଡ଼ିକୁ ତାଲିକାଭୁକ୍ତ କରିଛି । ଏହି ରିପୋର୍ଟ…
Breaking News ଆଜି ଜାତୀୟ ପ୍ରେସ୍ ଦିବସ, ଜାଣନ୍ତୁ ପ୍ରେସ୍ ଦିବସର ଇତିହାସ କ’ଣ ରହିଛି Sushreejyoti Routray Nov 16, 2024 ଆଜି ଜାତୀୟ ପ୍ରେସ୍ ଦିବସ । ୧୯୬୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ ଗଠନ କରିଥିଲେ । ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ପ୍ରେସ୍ କାଉନ୍ସିଲ ହେଉଛି ସମ୍ବାଦପତ୍ର…