ରାସନ୍ କାର୍ଡ E-kycକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା: ଆବେଦନର ଶେଷ ତାରିଖ କହିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ଦେଲେ ଏପରି ଚେତାବନୀ
ଭୁବନେଶ୍ୱର: ଯଦି ଆପଣ ରାସନ କାର୍ଡ ଜରିଆରେ ଶସ୍ତା ରାସନ ନେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରାସନ କାର୍ଡ ଇ-କେୱାଇସିକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଆସନ୍ତା ୧୫ ତାରିଖ…