ଭାରତୀୟମାନେ ଖାଉଛନ୍ତି ଅତ୍ୟଧିକ ଲୁଣ, ICMR ରିପୋର୍ଟରେ ଖୁଲାସା: ବଢ଼ୁଛି ଗମ୍ଭୀର ରୋଗର ବିପଦ
ନୂଆଦିଲ୍ଲୀ: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) ର ଏକ ସାମ୍ପ୍ରତିକ ରିପୋର୍ଟରେ ଖୁଲାସା ହୋଇଛି ଯେ ଭାରତୀୟମାନେ ଦୈନନ୍ଦିନ ଜରୁରୀ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି, ଯାହା ଏକ ‘ସାଇଲେଣ୍ଟ…