ଛାତି ଯନ୍ତ୍ରଣା ହୋଇପାରେ ଏହିସବୁ ରୋଗର ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ !
ଅଧିକାଂଶ ଲୋକେ ଛାତି ଯନ୍ତ୍ରଣାକୁ ଅଣଦେଖା କରନ୍ତି। ଗ୍ୟାସ୍ଟିକ କିମ୍ବା ଅନ୍ୟାନ୍ୟ କାରଣରୁ ଏପରି ହେଉଥିବ ଭାବନ୍ତି। କିନ୍ତୁ ବାରମ୍ବାର ଛାତିରେ ଯନ୍ତ୍ରଣା ଅନେକ ରୋଗର କାରଣ ହୋଇପାରେ। ତେବେ ଛାତି ଯନ୍ତ୍ରଣା କେଉଁସବୁ…