ଆବଶ୍ୟକତାଠୁ ଅଧିକ ସ୍ନେହ-ପ୍ରେମ ବିଗାଡ଼ିପାରେ ପିଲାଙ୍କ ଭବିଷ୍ୟତ: ଆପଣ ମଧ୍ୟ ଏହି ଭୁଲ କରୁନାହାନ୍ତି ତ ?
ନୂଆଦିଲ୍ଲୀ: ପିତାମାତାଙ୍କ ପାଇଁ ସେମାନଙ୍କ ପିଲାମାନେ ସବୁବେଳେ ସ୍ୱତନ୍ତ୍ର ହୋଇଥାନ୍ତି, ଏବଂ ସେମାନଙ୍କୁ ଖୁସି ରଖିବା ପାଇଁ ଅତ୍ୟଧିକ ସ୍ନେହ-ପ୍ରେମ କରିବା ସ୍ୱାଭାବିକ। କିନ୍ତୁ, ଶିଶୁ ମନୋବିଜ୍ଞାନୀ ଓ ପେଡାଗୋଜି…