ଟ୍ରେନରୁ କମ୍ବଳ, ତକିଆ କିମ୍ବା ଟାୱେଲ ଚୋରି କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ! ଜାଣନ୍ତୁ ଭାରତୀୟ ରେଳବାଇର ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦେଶର ସବୁଠାରୁ ଲୋକପ୍ରିୟ ଓ ସୁଲଭ ଦୂରଦୂରାନ୍ତ ଯାତ୍ରା ମାଧ୍ୟମ। ଏସି କୋଚରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପାଇଁ ରେଳବାଇ କମ୍ବଳ, ତକିଆ, ଚାଦର ଓ ଟାୱେଲ ଭଳି ସୁବିଧା ଯୋଗାଇ…

World Lipstick Day: ପ୍ରତିଦିନ ଲିପଷ୍ଟିକ ଲଗାଇବା କେତେ ସୁରକ୍ଷିତ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ବିଶ୍ୱ ଲିପଷ୍ଟିକ ଦିବସ (ଜୁଲାଇ ୨୯) ଉପଲକ୍ଷେ ମହିଳାମାନେ ନିଜର ପସନ୍ଦର ଲିପଷ୍ଟିକ ସେୟାର କରୁଛନ୍ତି ଏବଂ ଏହାର ଫ୍ୟାଶନ ଓ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା କରୁଛନ୍ତି। ଲିପଷ୍ଟିକ ମେକଅପର ଏକ ଅତ୍ୟାବଶ୍ୟକୀୟ…

ପ୍ରତିଦିନ ଗୋଟିଏ ଗ୍ଲାସ ଓ୍ୱାଇନ ହୃଦୟ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତ ଏହା କେତେ କ୍ଷତିକାରକ? ଜାଣନ୍ତୁ

ବର୍ଷବର୍ଷ ଧରି ଏକ ଗ୍ଲାସ ରେଡ ଓ୍ୱାଇନ ପିଇବା ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଉଛି। ଏହା ପଛରେ ‘ଫ୍ରେଞ୍ଚ ପାରାଡକ୍ସ’ର ଧାରଣା ରହିଛି, ଯେଉଁଥିରେ ଫ୍ରାନ୍ସରେ ଅଧିକ ଚର୍ବିଯୁକ୍ତ ଖାଦ୍ୟ ସେବନ ସତ୍ତ୍ୱେ…

ଏଣିକି UPI ପେମେଣ୍ଟରେ ଆସିବ ବାୟୋମେଟ୍ରିକ୍: ପିନ ନମ୍ବର ବିନା ହେବ ଟଙ୍କା ଟ୍ରାନଜାକ୍ସନ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଂଟକୁ ଆହୁରି ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ନ୍ୟାସନାଲ ପେମେଂଟ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏକ ନୂଆ ପଦକ୍ଷେପ ନେଉଛି। ଖୁବଶୀଘ୍ର ଯୁନିଫାଇଡ ପେମେଂଟ୍ସ ଇଣ୍ଟରଫେସ…

କେଉଁ ରକ୍ତ ଗୋଷ୍ଠୀର ଲୋକେ ଅଧିକ ବୁଦ୍ଧିମାନ? କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନ୍ୟାସନାଲ ଡେସ୍କ, ୨୯ ଜୁଲାଇ ୨୦୨୫: ଆମେ ପ୍ରାୟତଃ ମନେ କରୁ ଯେ ଜଣେ ବ୍ୟକ୍ତିର ବୁଦ୍ଧିମତ୍ତା ତାଙ୍କର ଅଭିଜ୍ଞତା, ଶିକ୍ଷା କିମ୍ବା ପରିବେଶ ଉପରେ ନିର୍ଭର କରେ। କିନ୍ତୁ କ୍ୟାଲିଫୋର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା…

କ୍ୟାନ୍ସର ଚିକିତ୍ସାରେ ଆଉ ଆସିବନି ବାଧା ! ଜାଣନ୍ତୁ କିପରି ପାଇବେ ମାଗଣା ମେଡ଼ିସିନ

ନୂଆଦିଲ୍ଲୀ: କ୍ୟାନ୍ସର ରୋଗୀଙ୍କ ପାଇଁ ସମୟମତ ଔଷଧ ପ୍ରାପ୍ତି ଅତ୍ୟନ୍ତ ଜରୁରୀ। କିନ୍ତୁ ଅନେକ ସମୟରେ ଆର୍ଥିକ ଅସୁବିଧା ଯୋଗୁଁ ରୋଗୀମାନେ ଔଷଧ କିଣିବାରେ ଅସମର୍ଥ ହୋଇଥାନ୍ତି। ଏଭଳି ରୋଗୀଙ୍କୁ ସହାୟତା କରିବା ପାଇଁ…

ପୋଲିସ ପାଖରେ ଅଛି କି ଡ୍ରାଇଭିଂ ଲାଇସେନ୍ସ ଜବତ କରିବାର ଅଧିକାର ? ଜାଣନ୍ତୁ କୋର୍ଟ କ’ଣ କହିଲେ

କଲିକତା: କଲିକତା ହାଇକୋର୍ଟ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ଟ୍ରାଫିକ ପୋଲିସଙ୍କ ପାଖରେ କୌଣସି ନାଗରିକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ, ନିଲମ୍ବନ କିମ୍ବା ରଦ୍ଦ କରିବାର ଅଧିକାର ନାହିଁ।…

ୟମନରେ କେରଳର ନର୍ସ ନିମିଷାଙ୍କ ମୃତ୍ୟୁଦଣ୍ଡ ରଦ୍ଦ: ଭାରତର ଗ୍ରାଣ୍ଡ ମୁଫତିଙ୍କ ଦାବି

ସାନା: ୟମନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ରଦ୍ଦ ହୋଇଥିବା ନେଇ ଭାରତର ଗ୍ରାଣ୍ଡ ମୁଫତି କାନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ କାର୍ଯ୍ୟାଳୟ ଦାବି କରିଛି। ୟମନର…

ଆଣ୍ଡାମାନ ଓ ନିକୋବରରେ ୬.୨ ତୀବ୍ରତାର ଭୂମିକମ୍ପ, ଝଟକାରେ ଭୟଭୀତ ଲୋକେ

ପୋର୍ଟ ବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଙ୍ଗଳବାର ମଧ୍ୟରାତ୍ରିରେ ୬.୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ (GFZ) ଅନୁସାରେ, ଏହି…

ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଲଗାତାର କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ବୁଧବାରଠାରୁ ପାଗ ଶୁଖିଲା ରହିବ। ଏବେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଫଳରେ ଉପରବେଳା ଆଡ଼କୁ ବିଭିନ୍ନ ଜିଲ୍ଲାରେ…