ଏସୀୟ ପାରା ଚାମ୍ପିୟନସିପ ୨୦୨୫: ଭାରତ ଦ୍ୱିତୀୟ ସ୍ଥାନରେ, ହରବିନ୍ଦର ସିଂହଙ୍କ ଦୁଇଟି ସ୍ୱର୍ଣ୍ଣ ପଦକ
ବେଜିଂରେ ଅନୁଷ୍ଠିତ ୨୦୨୫ ଏସୀୟ ପାରା ଆର୍ଚେରୀ ଚାମ୍ପିୟନସିପରେ ଭାରତୀୟ ପାରା-ଆର୍ଚରମାନେ ଦମଦାର ପ୍ରଦର୍ଶନ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି। ପାରାଲିମ୍ପିକ ଚାମ୍ପିୟନ ହରବିନ୍ଦର ସିଂହଙ୍କ ନେତୃତ୍ୱରେ ଭାରତ ମୋଟ…