ଏଣିକି ଆପଣ ୩ ଥର ଦେଇପାରିବେ JEE ଆଡଭାନ୍ସ ପରୀକ୍ଷା , ଜାଣନ୍ତୁ କେଉଁ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: JEE ଆଡଭାନ୍ସଡ ପାଇଁ ଆଟେମପ୍ଟ ସଂଖ୍ୟା ତିନିକୁ ବୃଦ୍ଧି କରାଯାଇଛି । ଏହି ନୂତନ ନିୟମ ଚଳିତ ବର୍ଷ ଠାରୁ ଲାଗୁ ହେବ। ପୂର୍ବରୁ ଛାତ୍ରମାନେ କେବଳ ଦୁଇଥର ଏହି ପରୀକ୍ଷା ଦେଇପାରୁଥିଲେ । ଜାରି କରାଯାଇଥିବା…

ଅଫିସରେ ନିରବଚ୍ଛିନ୍ନ ଭାବେ 8-9 ଘଣ୍ଟା କାମ କରିବା ଦ୍ଵାରା ହୋଇଥାଏ ଏହି ସମସ୍ୟା ! ଜାଣନ୍ତୁ କ’ଣ

ଆଜିକାଲି ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଘଟୁଛି । ପୂର୍ବରୁ ଅଧିକାଂଶ ଲୋକେ ଶାରୀରିକ ପରିଶ୍ରମ କରି ଜୀବନ ବିତାଉଥିଲେ। ଏବେ କିନ୍ତୁ ସମୟ ବଦଳି ଯାଇଛି, ଅଫିସରେ ନିରବଚ୍ଛିନ୍ନ ଭାବେ 8-9 ଘଣ୍ଟା କାମ କରିବା ଆମ…

ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୂଚନା: କହିଲେ- ‘୭ ଦିନ ଭିତରେ ଜିଲ୍ଲାପାଳମାନେ ଲୋକଙ୍କୁ ଦେବେ ଟଙ୍କା’

ଭୁବନେଶ୍ୱର : ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି ଟଙ୍କା ଦେବେ ଜିଲ୍ଲାପାଳ। ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ…

ଚିକେନ୍ ବିରିୟାନୀ ଖାଉଥିଲେ ସାବଧାନ ! ହାଇଦ୍ରାବାଦରେ ଚାଲିଗଲା ଜଣେ ଝିଅର ଜୀବନ, ଅନେକ ଅସୁସ୍ଥ

ତେଲେଙ୍ଗାନା: ବିରିୟାନୀ କାହାକୁ ବା ପସନ୍ଦ ନଥାଏ । କିନ୍ତୁ ଏହି ବିରିୟାନୀ ଜଣେ ଝିଅର ଜୀବନ ନେବା ସହ ଅନେକଙ୍କୁ ଅସୁସ୍ଥ କରିଦେଇଛି । ତେଲେଙ୍ଗାନାର ହାଇଦ୍ରାବାଦରୁ ଏହି ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଚିକେନ୍…

କାରର ଡ୍ରାଇଭିଂ ଲାଇସେନ୍ସ(DL) ଥିଲେ ବି ଚଲାଇପାରିବେ ହାଲୁକା ପରିବହନ ଗାଡ଼ି: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ପରିବହନ ଯାନ ଡ୍ରାଇଭର ସୁପ୍ରିମକୋର୍ଟଙ୍କଠାରୁ ଆରାମ ପାଇଛନ୍ତି । ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ନିଷ୍ପତ୍ତିରେ ସ୍ପଷ୍ଟ କରିଛି ଯେ, ଏଲଏମଭି (ହାଲୁକା ମୋଟର ଯାନ) ଲାଇସେନ୍ସଧାରୀମାନେ…

ଗୁଗୁଲରେ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ୁଥିବା ଯୁବାଙ୍କ ପାଇଁ ପେଡ୍ ଇଣ୍ଟର୍ଣ୍ଣସିପର ସୁଯୋଗ, କିପରି କରିବେ ଆବେଦନ ?

ନୂଆଦିଲ୍ଲୀ: ଗୁଗୁଲ ପରି ଏକ ବଡ କମ୍ପାନୀରେ କାମ କରିବା କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ୁଥିବା ପ୍ରତ୍ୟେକ ଯୁବକଙ୍କ ପାଇଁ ଏକ ସ୍ୱପ୍ନ । ବର୍ତ୍ତମାନ ଏହି ସୁଯୋଗ ଯୁବକମାନଙ୍କ ସାମ୍ନାକୁ ଆସିଛି । ଜାନୁଆରୀ ୨୦୨୫ ରୁ ଗୁଗୁଲ…

ଏଣିକି ଘରେବସି ଚାଷୀମାନେ ଅନଲାଇନରେ ମଗାଇପାରିବେ ମଞ୍ଜି, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆଗାମୀ ଫସଲ ଋତୁ ପୂର୍ବରୁ ସୃଷ୍ଟି ହୋଇଥିବା ଏହି ନୂତନ ବର୍ଗରେ ପ୍ରାୟ, ୮୦୦୦ କିସମର ମଞ୍ଜି ଅନ୍ତର୍ଭୁକ୍ତ, ଯାହାକୁ ଦେଶରେ ବଢ଼ାଇବା ପାଇଁ କେନ୍ଦ୍ରୀୟ ତଥା ରାଜ୍ୟ ସାର୍ବଜନୀନ କ୍ଷେତ୍ର ତଥା ଅନ୍ୟାନ୍ୟ…

ଝାଡ଼ଖଣ୍ଡ ନିର୍ବାଚନ ମଧ୍ୟରେ BJPର ବଡ଼ ଆକ୍ସନ: ୩୦ ନେତାଙ୍କୁ ଦଳରୁ କଲା ବହିଷ୍କାର, ପ୍ରାର୍ଥୀଙ୍କ ପାଇଁ ସାଜିଥିଲେ ମୁଣ୍ଡବ୍ୟଥାର କାରଣ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଝାଡଖଣ୍ଡର ବିଭିନ୍ନ ଆସନରେ ନିଜ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୦ ଜଣ ନେତାଙ୍କୁ ବହିଷ୍କାର କରିଛି । ଦଳ ଏକ…

ଆମେରିକାରେ ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଛି, ବହୁତ ଆଗରେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ପ୍ରାୟ ଶେଷ ହୋଇଛି । କେତେକ ସ୍ଥାନରେ ମତଦାନ ଚାଲିଛି ଯାହା ଖୁବ୍ ଶୀଘ୍ର ଶେଷ ହେବ । ଏହି ସମୟ ମଧ୍ୟରେ ଅନେକ ରାଜ୍ୟରୁ ଫଳାଫଳ ଆସିବା…

ଚାକିରି କ୍ଷେତ୍ରରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଦେବେ ଏହି ରାଜ୍ୟ ସରକାର

ଭୋପାଳ: ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବେ ମଧ୍ୟପ୍ରଦେଶ ସରକାର । ଚାକିରି କ୍ଷେତ୍ରରେ ମହିଳାଙ୍କ ଲାଗି ୩୫ ପ୍ରତିଶତ ସଂରକ୍ଷଣ ଦେବାକୁ ନଭେମ୍ବର ୫ (ମଙ୍ଗଳାବର)ରେ ଘୋଷଣା କରାଯାଇଛି ।…