fbpx

Oh My God ! ମଣିଷର ହାଡ଼ରେ ହୋଇଛି ଏହି ରାସ୍ତା, ଯାହାକୁ ତିଆରିରେ ଯାଇଥିଲା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ଆପଣମାନେ ଜାଣିଥିବେ ଯେ ଦୁନିଆର ଅନେକ ରାସ୍ତା ଅନେକ ଜିନିଷ ପାଇଁ ବେଶ ଜଣାଶୁଣା । କେତେକ ଲମ୍ବା ରାସ୍ତା, କେତେକ କ୍ଷୁଦ୍ରତମ କିମ୍ବା କେତେକ ବିଶ୍ୱର ସବୁଠାରୁ ପ୍ରଶସ୍ତ ଭାବରେ ବେଶ ଲୋକପ୍ରିୟ । କିନ୍ତୁ, ଆପଣ କେବେ…

ପିଏମ୍ କିଷାନ ଯୋଜନାରେ ଏହି ଦିନ ପାଖାପାଖି ୧୮,୦୦୦ କୋଟି ଟଙ୍କାର ୧୫ତମ କିସ୍ତି ରାଶି ଟ୍ରାନ୍ସଫର କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୪-୧୫, ୨୦୨୩ରେ ଝାଡ଼ଖଣ୍ଡ ପରିଦର୍ଶନ କରିବେ । ନଭେମ୍ବର ୧୫ ତାରିଖ ସକାଳ ପ୍ରାୟ ସାଢ଼େ ୯ ଟା ରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା…

ଅଜବଗଜବ ପରମ୍ପରା, ଯେଉଁଠାରେ ବିବାହ ପାଇଁ ପୁରୁଷଙ୍କଠାରୁ ମାଡ଼ ଖାଇଥାନ୍ତି ମହିଳା

ବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ବି ଅଜବଗଜବ ପରମ୍ପରା ରହିଛି । ବିଜ୍ଞାନ ଯେତେ ଆଗକୁ ଦୌଡ଼ୁଥିଲେ ମଧ୍ୟ ପରମ୍ପରା ଉପରେ କୌଣସି ପ୍ରଭାବ ପକାଇପାରିନି । ଯେତେବେଳେକି ଲୋକେ ଚନ୍ଦ୍ରରେ ଘର କରିବାକୁ ପ୍ରସ୍ତୁତ ହେଲେଣି,…

ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଜାରି ହେଲା କଟକଣା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ…

ଷ୍ଟାଫରୁମରେ କାହାକୁ ଚମାର କହିବା ଅପରାଧ ନୁହେଁ: ଏସସି / ଏସଟି ଆକ୍ଟ ମାମଲାରେ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଏସସି / ଏସଟି ଆକ୍ଟ ୧୯୮୯ ସହ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଷ୍ଟାଫରୁମ ଏକ '’ସର୍ବସାଧାରଣ ସ୍ଥାନ' ନୁହେଁ ତେଣୁ ଏପରି ପରିସ୍ଥିତିରେ…

ରିସର୍ଚ୍ଚରୁ ବଡ ଖୁଲାସା: ଭାରତୀୟଙ୍କ ମଧ୍ୟରୁ ୪୦ ପ୍ରତିଶତ ମହିଳା ରଖୁଛନ୍ତି ଅନୈତିକ ସମ୍ପର୍କ

ଆଜିକାଲି ଅନେକ ଲୋକେ ନିଜ ଖୁସି ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । କିଏ ବାହାରେ ବୁଲି ନିଜକୁ ଖୁସି କରୁଛି ତ ଆଉ କିଏ ନିଜ ଜୀବନସାଥି ସହ ସମୟ ଅତିବାହିତ କରି ଖୁସି ହେଉଛି । କିନ୍ତୁ ବର୍ତ୍ତମାନ ଏକ ରିସର୍ଚ୍ଚରୁ…

ମାତ୍ର ୬୦ ଟଙ୍କାରେ କିଣନ୍ତୁ ୧ କିଲୋ ‘ଭାରତ ଡାଲି’, ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ଏହି ଯୋଜନା

ନୂଆଦିଲ୍ଲୀ: ଗତ କିଛି ମାସ ଧରି ମହଙ୍ଗା ମାଡ ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବରର ମୁଦ୍ରାସ୍ଫୀତି କିଛି ମାତ୍ରାରେ ଆରାମ ଦେଇଛି । ଜୁଲାଇରୁ ଲଗାତାର ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି…

ପେଟ ସଂକ୍ରମଣକୁ ଅଣଦେଖା କଲେ ଭୋଗିବେ ଏହି ସମସ୍ୟା

ପେଟ ସଂକ୍ରମଣର ଅନେକ କାରଣ ରହିଛି । ଏହାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି । କିଛି ସମସ୍ୟାର ଲକ୍ଷଣ ସମାନ ଥିଲେ ବି ରୋଗ ଏକା ନୁହେଁ, ଆଉ ଏହାର ପ୍ରତିକାର ବି ଅଲଗା । କିଛି ଲକ୍ଷଣ ଯୋଗୁଁ ଅନେକ ଲୋକ ଏହାକୁ ମଳକଣ୍ଟକ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…

ଶିଶୁ ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଆଜି ଜନ୍ମ ଦିବସ । ଏହି ଦିବସକୁ ସର୍ବତ୍ର ଶିଶୁ ଦିବସ ଭାବେ ପାଳନ କରାଯାଉଛି । ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…