fbpx

ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ଏହି ଜିଲ୍ଲାଗୁଡିକରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା !

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ…

ଟ୍ରେନ ଲଗାଇଲା ଏତେ ଜୋରରେ ବ୍ରେକ୍, ଝଟକାରେ ୨ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଝାଡଖଣ୍ଡର କୋଡରମା ଜିଲ୍ଲାରେ ଶନିବାର ଦିନ ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଡିବା କାରଣରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍ ଅଚାନକ୍ ଝଟକାରେ ଅଟକିଯାଇଥିଲା, ଯାହାଫଳରେ ଦୁର୍ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ…

ଆଜି ଆଲୋକର ପର୍ବ ଦୀପାବଳି: ଦୀପ ଜାଳିବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ମିଳିବ ଚମତ୍କାରୀ ଫାଇଦା

ଭାରତୀୟ ସଂସ୍କୃତିରେ ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୀପ ଜାଳିବାର ଏକ ପରମ୍ପରା ଅଛି। ସାକ୍ଷୀ ଭାବରେ ଅଗ୍ନିଦେବଙ୍କ ଉପସ୍ଥିତିରେ କରାଯାଇଥିବା ଯେକୌଣସି ଶୁଭ କାର୍ଯ୍ୟ ସଫଳ ହୁଏ ବୋଲି ଦୀପ…

ଡଲାର ତୁଳନାରେ ପୁଣି ଦୁର୍ବଳ ହେଲା ଟଙ୍କା

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି । ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି । ଟଙ୍କା…

ଓଡ଼ିଶାରେ ଦେବ ଦୀପାବଳି ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା ଜାରି : ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ଦେବ ଦୀପାବଳି ଓ କାଳୀପୂଜା । ଏହି ଅବସରରେ ଦେବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛି । ଉପାସନାସ୍ଥଳୀଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀକୁ ପରିବେଶ ଅନୁକୂଳ…

କ’ଣ ଆପଣଙ୍କ ସ୍ପର୍ମ କାଉଣ୍ଟକୁ କମ୍ କରୁଛି ପକେଟରେ ଥିବା ମୋବାଇଲ ? ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା

ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ବିଷୟକୁ ନେଇ ଅନେକ ପ୍ରକାରର ଅଧ୍ୟୟନ ଏବଂ ଗବେଷଣା ବାହାରିଛି, ଯେଉଁଥିରେ କୁହାଯାଇଛି ଯେ ମୋବାଇଲ୍ ଫୋନ୍ କିପରି ଅନେକ ରୋଗ ସୃଷ୍ଟି କରିପାରେ । ଏହାରି ମଧ୍ୟରେ ମୋବାଇଲ୍ ଫୋନ୍…

୫୦୦ ବର୍ଷ ପରେ ଆଖି ଖୋଲିବାକୁ ଯାଉଛି ଏହି ଜ୍ୱାଳାମୁଖୀ: ବିସ୍ଫୋରଣ ହେବାର ରହିଛି ବିପଦ, ଯାଇପାରେ ଲକ୍ଷାଧିକ ଜୀବନ

ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ…

ସାବଧାନ୍ ! ଆଉ ୨ ଘଣ୍ଟା ଭିତରେ ବନ୍ଦ ହୋଇଯିବ ଆପଣଙ୍କ ସିମ୍, ଏପରି କଲ୍ ଆସିବା ମାତ୍ରେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଟେଲିକମ୍ ବିଭାଗ ଶୁକ୍ରବାର ଦିନ ଏକ ଆଡଭାଇଜରୀ ଜାରି କରିଛି । ଅନେକ ଉପଭୋକ୍ତଙ୍କୁ ଡିଓଟି ନାମରେ ଏକ କଲ ଆସୁଥିଲା, ଯେଉଁଥିରେ ସେମାନଙ୍କୁ କୁହାଯାଇଥିଲା ଯେ ୨ ଘଣ୍ଟା ମଧ୍ୟରେ ସିମ୍ କାର୍ଡ ବନ୍ଦ ହୋଇଯିବ ।…

କଳା କୋଟ୍ ପିନ୍ଧି ଅଦାଲତ ବାହାରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେନି ଓକିଲ: ହାଇକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଓକିଲମାନେ ‘କଳା କୋଟ' ପିନ୍ଧି କୋର୍ଟ ପରିସର ବାହାରେ ନିଜର ଶକ୍ତି ପ୍ରଦର୍ଶନ କରିପାରିବେ ନାହିଁ । ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ ଏ ସମ୍ପର୍କରେ କଡା ମନୋଭାବ ଗ୍ରହଣ କରିଛି । ଓକିଲମାନେ…

ଚାକିରି ବଦଳରେ ଜମି ମାମଲା: ଲାଲୁ-ତେଜସ୍ୱୀଙ୍କ ଘନିଷ୍ଠ ସହଯୋଗୀ ଅମିତଙ୍କୁ ବାନ୍ଧିନେଲା ଇଡି

ନୂଆଦିଲ୍ଲୀ : ଦିଲ୍ଲୀରୁ ଆସିଛି ବଡ଼ ଖବର, ଯେଉଁଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜମି ଠକେଇ ମାମଲାରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସହଯୋଗୀ ତଥା…