fbpx

ବିଳମ୍ବିତ ରାତିରେ ନିଜ ଘର ଛାଡ଼ି ଦୌଡ଼ିଲେ ଲୋକ: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା, ୪ ଦିନ ପୂର୍ବରୁ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ

କାବୁଲ: ଗତ ରବିବାର ଠାରୁ ଆଫଗାନିସ୍ତାନରେ ଲଗାତାର ଭୂକମ୍ପ ଅନୁଭୂତ ହେଉଛି । ଏହି କ୍ରମରେ ଗୁରୁବାର ସକାଳ କେତେକ ଅଞ୍ଚଳରେ ଭୂମିକମ୍ପ ଝଟକା ଲାଗିଥିଲା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ…

ଛୋଟ ଛୁଆ ଅଧିକ ଫୋନ ଦେଖୁଥିଲେ ସାବଧାନ ! ହୋଇପାରେ ହାର୍ଟ ଆଟାକ୍

ଆଜିକାଲିର ଆଧୁନିକ ଜୀବନଶୈଳୀ ସହ ବଦଳୁଛି ଲୋକଙ୍କ ରୁଚି । ତେବେ ଏଥିରୁ ବାଦ ପଡୁନାହାନ୍ତି ଛୋଟ ଛୁଆ । ବର୍ତ୍ତମାନ ଏଭଳି ସମୟ ହୋଇଯାଇଛି ଯେ, ଫୋନ୍ ଟ୍ୟାବ ଏବଂ ଟିଭି ବିନା ଛୁଆ ଖାଦ୍ୟ ମଧ୍ୟ ଖାଉ ନାହାନ୍ତି । ଆଜିକାଲି…

କ୍ୟାବିନେଟର ବଡ ନିଷ୍ପତ୍ତି: ସାର ମୂଲ୍ୟ ଅପରିବର୍ତ୍ତିତ ରହିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସରକାର ଦୀପାବଳି ପୂର୍ବରୁ ଦେଶର…

ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି । ଏହି ସହଯୋଗ…

ଅଧ୍ୟୟନରୁ ଖୁଲାସା: ହାତରେ ଦେଖାଯାଉଛି ଡାଇବେଟିସ୍ ର ଲକ୍ଷଣ

ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମଧୁମେହର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଓଜନ ବୃଦ୍ଧି ଏବଂ ଖରାପ ଜୀବନଶୈଳୀ। ମଧୁମେହ ସାଧାରଣତଃ ୨ପ୍ରକାର। ଟାଇପ୍ ୧ ଡାଇବେଟିସ୍ ଏବଂ ଟାଇପ୍ ୨ ଡାଇବେଟିସ୍।…

Rupay କାର୍ଡଧାରୀଙ୍କ ପାଇଁ ଧମାକେଦାର ଅଫର ଆଣିଲା SBI : ଏହି ପ୍ରଡକ୍ଟ କିଣିଲେ ମିଳିବ ବଡ଼ ରିହାତି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ ପାର୍ବଣ ଋତୁକୁ ଧ୍ୟାନରେ ରଖି ଅନେକ ବଡ଼ ଅଫର ଆଣିଛି । ଏସବିଆଇ ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ରୁପେ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଏପରି ଏକ…

Byju’s ର CFO ପଦରୁ ଇସ୍ତଫା ଦେଲେ ଅଜୟ ଗୋଏଲ, ଜାଣନ୍ତୁ କିଏ ତୁଲାଇବେ ପରବର୍ତ୍ତୀ ଦାୟିତ୍ୱ

ନୂଆଦିଲ୍ଲୀ: ଅଗ୍ରଣୀ ଏଡୁଟେକ୍ କମ୍ପାନୀ ବାଇଜୁର ଟପ୍ ଲେବଲରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବାଇଜୁର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ଅଜୟ ଗୋଏଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବିଶେଷ କଥା ହେଉଛି ସେ ମାତ୍ର ୬…

ଭୁଲରେ ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧନ୍ତୁ ନାହିଁ : ଜାଣନ୍ତୁ କାହିଁକି ଓ କ’ଣ ହେବ ଏହାର ପରିଣାମ ?

ଧରାପୃଷ୍ଠରେ ଜନ୍ମ ହୋଇଛ ମାନେ ମୃତ୍ୟୁ ତ ସୁନିଶ୍ଚିତ । ସେଥିପାଇଁ ମୃତ୍ୟୁକୁ ଏକ ଅଟଳ ସତ୍ୟ କୁହାଯାଏ । ଗରୁଡ ପୁରାଣ ଶାସ୍ତ୍ରରେ ଭଗବାନ ବିଷ୍ଣୁଙ୍କ ଦ୍ୱାରା ମୃତ୍ୟୁ ଏବଂ ମୃତ୍ୟୁ ପରେ ଅବସ୍ଥା ବିଷୟରେ ବିସ୍ତୃତ ଭାବରେ…

ଭାରତୀୟ ଷ୍ଟାଡିୟମରେ ତ୍ରିରଙ୍ଗା ବ୍ୟାନ୍: ଡଷ୍ଟବିନରୁ ଜାତୀୟ ପତାକା କାଢ଼ିଲେ ପୋଲିସକର୍ମୀ, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ସୋମବାର ଦିନ ଚେନ୍ନାଇର ଏମ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆଇସିସି ବିଶ୍ୱକପ ୨୦୨୩ର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଜଣେ ପୋଲିସ ଅଧିକାରୀଙ୍କ ଦ୍ୱାରା ପ୍ରଶଂସକଙ୍କୁ ଭାରତୀୟ…

ଆଜି ଶ୍ରୀମନ୍ଦିରରେ ପବିତ୍ର ବିଜୟାଦଶମୀ , ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଦୂର୍ଗାପୂଜା ଓ ଦଶହରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର ହୋଇଉଠିଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ପାରମ୍ପରୀକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯାଉଛି । ଶ୍ରୀଜୀଉମାନଙ୍କର…