fbpx

୨୨୦ କୋଟି ଲୋକଙ୍କ ଉପରେ ବଡ଼ ବିପଦ, ଘାଣ୍ଟିହେବ ଭାରତ-ପାକିସ୍ତାନ: ଏହି ରୋଗର ଆଶଙ୍କା ବଢ଼ିଯିବ ବୋଲି ରିସର୍ଚ୍ଚରୁ ଭୟଙ୍କର ଖୁଲାସା

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରାକୁ ନେଇ ଏକ ରିସର୍ଚ୍ଚରେ ଭୟଙ୍କର ଖୁଲାସା ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ବିଶ୍ୱର ତାପମାତ୍ରା ୨ ଡିଗ୍ରୀ ସେଲସିୟସ ବଢ଼ିଯାଏ, ତେବେ ଭାରତ ଏବଂ ପାକିସ୍ତାନ ସମେତ ଅନେକ ଦେଶର…

ଆଜି ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍…

ଏକୀକୃତ ସେବା ଯୋଗାଣ ପୋର୍ଟାଲ ଓଡ଼ିଶା ୱାନ୍‌ ଜରିଆରେ ଶତପ୍ରତିଶତ ଇ-ସେବା ପ୍ରଦାନରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର: ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଶତପ୍ରତିଶତ ସଫଳତା ମିଳିଛି । ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍‌ ଓଡ଼ିଶା ୱାନ୍‌ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି । ୯…

ଏବେ ବଢ଼ିବ ଥଣ୍ଡା ! ଭାରତର ଏହି ରାଜ୍ୟଗୁଡ଼ିକରେ ଆଜି ବର୍ଷା ହେବାର ଅନୁମାନ

ନୂଆଦିଲ୍ଲି: ମୌସୁମୀ ଦେଶର ଅଧିକାଂଶ ରାଜ୍ୟରୁ ବିଦାୟ ନେଇଛି, କିନ୍ତୁ ପୁଣି ଥରେ କିଛି ରାଜ୍ୟରେ ପାଗ ବଦଳିବାକୁ ଯାଉଛି । ପାଣିପାଗ ବିଭାଗ ଅନୁଯାୟୀ, ଆଜି ଅର୍ଥାତ୍ ମଙ୍ଗଳବାର (୧୦ ଅକ୍ଟୋବର) ଦିଲ୍ଲୀ-ଏନସିଆର ସମେତ…

କାହିଁକି ପାଳନ ହୁଏ ଇନ୍ଦିରା ଏକାଦଶୀ ? ଜାଣନ୍ତୁ ଏହା ଦ୍ଵାରା କ’ଣ ମିଳେ ଫାଇଦା

ହିନ୍ଦୁଧର୍ମରେ ଏକାଦଶୀର ସ୍ଥାନ ସ୍ୱତନ୍ତ୍ର । ବିଶେଷକରି ହିନ୍ଦୁବିଶ୍ୱାସୀ ସନାତନ ସଂସ୍କୃତିର ଓ ଭକ୍ତି ଭାବନାପୂର୍ଣ୍ଣ ହୃଦୟରେ ପାଳନ କରିଥାନ୍ତି । ଏକାଦଶୀ ବ୍ରତ ହିନ୍ଦୁ ଧର୍ମର ଏକ ପବିତ୍ର ବ୍ରତ । ସୁସ୍ଥ ଓ…

(Video)ଇସ୍ରାଏଲ୍-ହାମାସ୍ ଯୁଦ୍ଧ: ମ୍ୟୁଜିକାଲ କନସର୍ଟରେ ମିସାଇଲର ବର୍ଷା, ବିଛେଇ ହୋଇ ପଡ଼ିଲା ଶବ, ଦେଖନ୍ତୁ ଛାତିଥରା ଦୃଶ୍ୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ, ଯେଉଁଥିରେ ଇସ୍ରାଏଲର ଏକ ମ୍ୟୁଜିକାଲ କନସର୍ଟ ଆଡ଼କୁ ମିସାଇଲ ଉଡି ଆସୁଥିବା ଦେଖିବାକୁ ମିଳିଛି ।…

ଇସ୍ରାଏଲ ଯୁଦ୍ଧ ଯୋଗୁଁ ବଢ଼ିଗଲା ଅଶୋଧିତ ତୈଳ ଦର, ୪.୫ ପ୍ରତିଶତ ପାଇଲା ବୃଦ୍ଧି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ-ହାମାସ ଯୁଦ୍ଧର ପ୍ରଭାବ ଅଶୋଧିତ ତୈଳ ମୂଲ୍ୟରେ ଦେଖିବାକୁ ମିଳୁଛି । ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ୪.୫% ରୁ…

ବିନା ଭୁଲରେ କଟିଯାଇଛି କି ଆପଣଙ୍କ ଚାଲାଣ ? ଘରେ ବସି ବସି ବାତିଲ କରିପାରିବେ ଜୋରିମାନା, ଜାଣନ୍ତୁ ଟେକନିକ୍

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ସମୟରେ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭରମାନଙ୍କର ଚାଲାଣ କାଟିଦେଇଥାନ୍ତି ଟ୍ରାଫିକ ପୋଲିସ । ଚାଲାଣ ହେଉଛି ଏକ ପ୍ରକାର ଜୋରିମାନା, ଯାହାକୁ ଭୁଲ୍ କରି ଭରିବାକୁ ପଡ଼ିଥାଏ । ଏହାପୂର୍ବରୁ…

୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ: ତାରିଖ ଘୋଷଣା କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଛି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ,…

ସାବଧାନ୍ ! ମସ୍ତିଷ୍କର ସ୍ନାୟୁକୁ ଦୁର୍ବଳ କରୁଛି ଥଣ୍ଡା ତେଲ, ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପକାଉଛି ପ୍ରଭାବ

ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ନିଦ୍ରାହୀନତାରୁ ମୁକ୍ତି ପାଇବା ପାଇଁ ଯଦି ଆପଣ ଥଣ୍ଡା ତେଲ ବ୍ୟବହାର କରୁଛନ୍ତି, ତେବେ ଏହାକୁ ବନ୍ଦ କରନ୍ତୁ । ଏହି ତେଲଗୁଡ଼ିକ ମସ୍ତିଷ୍କର ସ୍ନାୟୁକୁ ଦୁର୍ବଳ କରିଦିଏ । ଏହା ଯୋଗୁଁ…