fbpx

ଯଦି ଆଧାର ଭେରିଫିକେସନ୍ ନହୁଏ, ତେବେ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଆଧାର ଯାଞ୍ଚ ବିନା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ବସିପାରିବେ ନାହିଁ । ବିହାର ମୁକ୍ତ ବିଦ୍ୟାଳୟ ଏବଂ ପରୀକ୍ଷା ବୋର୍ଡ ଏହି ନିୟମକୁ ବାଧ୍ୟତାମୂଳକ କରିଛି । ବୋର୍ଡ…

କେଉଁ ଭିଟାମିନ ଅଭାବରୁ ବାରମ୍ବାର ହୋଇଥାଏ ମୁଣ୍ଡବିନ୍ଧା ? ଜାଣନ୍ତୁ କଣ କହୁଛି ରିପୋର୍ଟ

ଅନେକ ଲୋକ ଅଧିକାଂଶ ସମୟ ମୁଣ୍ଡବିନ୍ଧାର ଅଭିଯୋଗ କରନ୍ତି । କିଛି ଲୋକଙ୍କର ସନ୍ଧ୍ୟାରେ ମୁଣ୍ଡବିନ୍ଧା ହେଉଥିବା ବେଳେ ଆଉ କିଛି ଜଣଙ୍କର ସକାଳୁ ଉଠିବା ମାତ୍ରେ ମୁଣ୍ଡବିନ୍ଧା ହୋଇଥାଏ ।ବେଳେବେଳେ ଏହି ମୁଣ୍ଡବିନ୍ଧା ଏତେ…

ମେରୀ ମାଟି ମେରା ଦେଶ ଅଭିଯାନ : ପୁରୀ, ନୟାଗଡ଼, ଜଗତସିଂହପୁର ଓ ମୟୂରଭଞ୍ଜରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ…

ସାଇବର ଆତଙ୍କବାଦ ଓ କଳାଧନ କାରବାର ରୋକିବା ପାଇଁ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀଙ୍କୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇବର ଆତଙ୍କବାଦ ଓ କଳାଧନ କାରବାରକୁ ରୋକିବା ପାଇଁ ଏକ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ନୂଆଦିଲ୍ଳୀ…

ଏହି ଯୋଜନାରୁ ଜବରଦସ୍ତ ଲାଭ ପାଇବେ ମହିଳା: ଏବେ ୨୧ ବର୍ଷରୁ ଅଧିକ ଅବିବାହିତା ମହିଳା ମଧ୍ୟ ସାମିଲ

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଅନେକ କାମ କରାଯାଉଛି । ନିକଟରେ ମୋଦୀ ସରକାର ସଂସଦରେ ମହିଳାଙ୍କ ପାଇଁ ନାରୀ ଶକ୍ତି ବନ୍ଦନ ଆଇନ (ମହିଳା ସଂରକ୍ଷଣ ବିଲ୍) ପାରିତ କରିଛନ୍ତି । ଏହା ଯୋଗୁଁ…

DUSU ଛାତ୍ର ସଙ୍ଘ ନିର୍ବାଚନର ଆସିଲା ରେଜଲ୍ଟ: ୩ଟି ସିଟରେ ABVP ଓ ଗୋଟିଏ ସିଟରେ ଜିତିଲା NSUI

ନୂଆଦିଲ୍ଲୀ: ଦିଲ୍ଲୀ ଛାତ୍ର ସଂଗଠନ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଚାରି ବର୍ଷ ପରେ ଦିଲ୍ଲୀ ଛାତ୍ର ସଂଘକୁ ଏକ ନୂଆ ପ୍ରେସିଡେଣ୍ଟ ମିଳିଛି । ଏବିଭିପି ପ୍ରାର୍ଥୀମାନେ ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟ ଲାଭ…

ଡେଙ୍ଗୁର ନୂଆ ଭାରିଆଣ୍ଟ DENV-2 ଅଧିକ ବିପଜ୍ଜନକ: ଲକ୍ଷଣ ବଦଳାଇ ଲୋକଙ୍କୁ ଦେଉଛି ଧୋକା

ଏହି ଋତୁ ହେଉଛି ରୋଗର ଋତୁ । ଏଭଳି ପରିସ୍ଥିତିରେ ଡେଙ୍ଗୁ ଭଳି ବିପଜ୍ଜନକ ରୋଗ ବ୍ୟାପିବାରେ ଲାଗିଛି । ଏଭଳି ଋତୁରେ ମଶା ଜନିତ ରୋଗ ବୃଦ୍ଧି ପାଇଛି । ଅନ୍ୟପଟେ ଡେଙ୍ଗୁ ରୋଗର ଲକ୍ଷଣ ମଧ୍ୟ ସମୟ ସହିତ ବଦଳୁଛି । ଡେଙ୍ଗୁ…

ସେପ୍ଟେମ୍ବର ୨୪ରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଓଡ଼ିଶାର କେଉଁ ରୁଟ୍ ଦେଇ ଗଡ଼ିବ ଟ୍ରେନ୍ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ସେପ୍ଟେମ୍ବର ୨୦୨୩ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୯ଟି ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ନୂତନ ବନ୍ଦେ ଭାରତ…

ଆଉ ଠକି ପାରିବେନି ମେଡିକାଲ କର୍ମୀ ! ଚଳିତମାସ ଶେଷ ସୁଦ୍ଧା ସବୁ ମେଡ଼ିକାଲରେ ଲାଗୁ ହେବ ବାୟୋମେଟ୍ରିକ୍‍ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍ପିଟାଲ ଏବଂ ରାଉରକେଲା ଆଇ.ଜି.ଏଚ୍‍. ସମେତ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବାୟୋମେଟ୍ରିକ୍‍ ଉପସ୍ଥାନ ବ୍ୟବସ୍ଥା ଚଳିତମାସ ଶେଷ ସୁଦ୍ଧା ଲାଗୁ କରାଯିବ ।…

ଧାର୍ଯ୍ୟ ହେଲା ବସ୍‍ ପାର୍କିଂ ଦର: ଜାଣନ୍ତୁ କେତେ ଦେବାକୁ ପଡିବ ଦେୟ

କଟକ: କଟକ ନେତାଜୀ ବସ୍‍ ଟର୍ମିନାଲରେ ବସ୍‍ ଗୁଡ଼ିକ ପାଇଁ ନୂଆ ଦେୟ ଧାର୍ଯ୍ୟ କରାଯାଇଛି । ଏକଘଣ୍ଟାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଟର୍ମିନାଲ୍‍ରେ ବସ୍‍ ରହଣି ପାଇଁ ୫୦ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭୫ ଟଙ୍କା ଏବଂ ୧୨ରୁ ୨୪…