fbpx

ଏବେବି ପିଏମ ମୋଦୀଙ୍କ ସହ ଅଛନ୍ତି ୮୦% ଭାରତୀୟ: ବିଦେଶୀ ସର୍ଭେରେ ରାହୁଲ ଗାନ୍ଧୀଙ୍କ ପାଇଁ ଗୁଡ଼୍ ନ୍ୟୁଜ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୮ ଜଣଙ୍କର ଭଲ ମତ ରହିଛନ୍ତି । କେବଳ ଏତିକି ନୁହେଁ, ଶତ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ବହୁତ ଭଲ କାମ…

ଟ୍ରେନ୍ ଚଳାଉଥିବା ବେଳେ ମୋବାଇଲ୍ ଚେକ୍ କରିବା ପଡ଼ିଲା ମହଙ୍ଗା, ସାମ୍ନାରୁ ଆସୁଥିବା ଟ୍ରେନ୍ ଦେଲା ଜବରଦସ୍ତ ଧକ୍କା: ଦେଖନ୍ତୁ Video

ଗାଡି ଚଳାଇବା ସମୟରେ ଫୋନ୍ ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । ତଥାପି, ଏହି ଜିନିଷ କିଛି ଲୋକଙ୍କ ମସ୍ତିଷ୍କରେ ପଶିନଥାଏ । ଗାଡି ଚଳାଇବା ସମୟରେ ସେମାନଙ୍କ ପାଇଁ ଫୋନ୍ ଉଠାଇବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ…

ଚନ୍ଦ୍ରରେ ବିକ୍ରି ହେଉଛି ଜମି: ଜାଣନ୍ତୁ ସାଧାରଣ ଭାରତୀୟମାନେ ଏହାକୁ କିପରି କିଣିପାରିବେ, କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ: ଯେବେଠେୁ ଭାରତ ଚନ୍ଦ୍ରରେ ଚନ୍ଦ୍ରଯାନ -୩ ଲ୍ୟାଣ୍ଡ କରିଛି, ଭାରତୀୟଙ୍କ ମନରେ ଚନ୍ଦ୍ରକୁ ନେଇ ପାଗଳପଣ ବୃଦ୍ଧି ପାଇପାରେ ଲାଗିଛି । ଏହା ସହିତ ଚନ୍ଦ୍ରରେ ଯେପରି ନୂଆ ନୂଆ ଜିନିଷର ଅନୁସନ୍ଧାନ କରାଯାଉଛି,…

ନିୟମିତ ଚା’ସହ ବିସ୍କୁଟ ସେବନ କରୁଥିଲେ ସାବଧାନ୍! ସୃଷ୍ଟି କରିପାରେ କ୍ୟାନ୍ସର

ନିୟମିତ ଚା’ସହ ବିସ୍କୁଟ ସେବନ କରୁଥିଲେ, ଏହା କର୍କଟ ରୋଗର ସମ୍ଭାବନା ସୃଷ୍ଟି କରିଥାଏ । ଏହା ବ୍ୟତୀତ ଚା’ ସହିତ କୌଣସି ପ୍ରକାରର ବିସ୍କୁଟ ସେବନ କରିବା ଉଚିତ ନୁହେଁ । ଏକ ରିପୋର୍ଟ ଅନୁସାରେ ପ୍ରାୟ ୨ ଲକ୍ଷ ଲୋକଙ୍କ…

ଯଦି ସମ୍ପର୍କ ଭାଙ୍ଗିବା ଉପରେ ଅଛି, ତେବେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରଖିବା ଅତ୍ୟନ୍ତ କ୍ରୁରତା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ବିବାହ ଭାଙ୍ଗିବାକୁ ଯାଉଛି ଏବଂ ଏହାକୁ ବଞ୍ଚାଇବାର କୌଣସି ସମ୍ଭାବନା ନାହିଁ, ତେବେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରଖିବା ଅତ୍ୟନ୍ତ ନିଷ୍ଠୁରତା । ଛାଡପତ୍ର ମାମଲାର…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ: ୨ ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହି ବର୍ଷା ହେବ ବୋଲି ଆଶଙ୍କା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ…

ତାପମାତ୍ରା ବୃଦ୍ଧିକୁ ନେଇ ବୈଜ୍ଞାନିକଙ୍କ ଉଦବେଗ: ଆଉ ୨ଡିଗ୍ରୀ ବଢ଼ିଲେ ପ୍ରଳୟ, ଧ୍ୱଂସ ହୋଇଯିବ…

ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧିକୁ ନେଇ ସାରା ବିଶ୍ୱରେ ଗଭୀର ଉଦ୍ବେଗ ପ୍ରକାଶ ପାଉଥିବା ବେଳେବୈଜ୍ଞାନିକମାନେ ମଧ୍ୟ ଏ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଯଦି ବିଶ୍ୱ ତାପମାତ୍ରାଆଉ ୨ଡିଗ୍ରୀ ସେଲ୍ସିଅସ୍ ବଢ଼େ, ତେବେ…

ଦୁନିଆରେ ପ୍ରଥମ ଥର ପାଇଁ ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା; ବିଶ୍ଵରେ ବ୍ରିଟେନ ହେବ ପ୍ରଥମ ଦେଶ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ବ୍ରିଟେନ ଏପରି ଏକ ଦେଶ ହେବାକୁ ଯାଉଛି, ଯେକି ନିଜ ଦେଶର କ୍ୟାନ୍ସର ରୋଗୀଙ୍କୁ ସାତ ମିନିଟ ମଧ୍ୟରେ ଚିକିତ୍ସା ପାଇଁ ମେଡ଼ିସିନ ଇଂଜେକ୍ଟ କରିବ। ବ୍ରିଟେନର ଜନସ୍ଵାସ୍ଥ୍ୟ ସେବା (NHS)…

ଓଡ଼ିଶାରେ ୫ ଲକ୍ଷ ନୂଆ ଉଜ୍ଜଳା ସଂଯୋଗ: ବିଜେଡ଼ି କହିଲା- ‘ଆହୁରି କମିବାର ଥିଲା’

ଭୁବନେଶ୍ୱର: ଭାରତରେ ୭୫ ଲକ୍ଷ ନୂଆ ଉଜ୍ଜଳା ସଂଯୋଗ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏଥିମଧ୍ୟରେ ୫ ଲକ୍ଷ ନୂଆ ସଂଯୋଗ ଓଡ଼ିଶାରେ ଲାଗିବ । ବର୍ଷକୁ ୧୨ଟି ସିଲିଣ୍ଡର କମ୍ ଦରରେ…

ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଋଣନୀତି: ଏଣିକି ସିସିଟିଭି ସର୍ଭେଲାନ୍ସରେ ରହିବ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନୂଆ ଋଣନୀତି ପସ୍ତୁତ କରାଯାଇଛି । ‘ସହଭାଗିତା’ ନାଁରେ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ । ମଲ୍, ମାର୍କେଟ ଓ ଆପାର୍ଟମେଣ୍ଟର ସହଯୋଗ ଲୋଡିଥିବା ଜଣାପଡିଛି ।…