ଆଜିଠାରୁ ମହଙ୍ଗା ଟମାଟୋରୁ ମୁକ୍ତି: ମୂଲ୍ୟ ହ୍ରାସ କଲେ ସରକାର, ଜାଣନ୍ତୁ ନୂଆ ଦାମ୍

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଆଜିଠାରୁ ଟମାଟୋର ବଢୁଥିବା ଦାମକୁ କମାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏଣିକି ସରକାର ଦେବେ ଶସ୍ତାରେ ଟମାଟୋ । ଅଗଷ୍ଟ ୧୫ ଠାରୁ ଟମାଟୋ କିଲୋ ପିଛା ୫୦ ଟଙ୍କାରେ ବିକିବେ ସରକାର ।…

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତର ନାଗରିକତ୍ୱ, ପୋଷ୍ଟ ସେୟାର କରି ଖୁସି ବ୍ୟକ୍ତ କଲେ ଅଭିନେତା

ନୂଆଦିଲ୍ଲୀ: ଭାରତ ଦେଶ ଆଜି ନିଜର ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଆଜିର ଦିନ ବଲିଉଡ ଖେଳାଳି ଅକ୍ଷୟ କୁମାରଙ୍କ ପାଇଁ ବହୁତ ଖୁସି ଆଣିଦେଇଛି । ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ 'Oh My God 2' ରିଲିଜ ହୋଇଛି…

ସ୍ୱାଧୀନତା ଦିବସରେ ବଡ଼ ଘୋଷଣା କଲେ ମୋଦୀ : ବିଶ୍ୱକର୍ମା ଜୟନ୍ତୀରେ ଆରମ୍ଭ ହେବ ଏହି ଯୋଜନା, ଜାଣନ୍ତୁ କାହାକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ସୁନା କାରିଗର, କାର୍ପେଟର, ରାଜମିସ୍ତ୍ରୀ, ଭଣ୍ଡାରୀ, ହସ୍ତଶିଳ୍ପୀ ଶ୍ରେଣୀକୁ ନୂତନ ଶକ୍ତି…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ନେଇ କହିଲେ ଏପରି

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି…

ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ପୋଲିସ୍ ପାଇଁ ଆସିବ ଭଲ ଦିନ, AC ହେଲ୍‌ମେଟ୍‌ ପିନ୍ଧି କରିବେ ଡ୍ୟୁଟି

ନୂଆଦିଲ୍ଲୀ : ପ୍ରଚଣ୍ଡ ଖରାରେ ଟ୍ରାଫିକ ସିଗନାଲରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ AC ହେଲ୍‌ମେଟ୍‌ ପାଇଁ ଏକ ନୂତନ ପରୀକ୍ଷା ଆରମ୍ଭ ହୋଇଛି। ସୂଚନାନୁସାରେ, ହେଲମେଟକୁ ଶକ୍ତି ଦେବା ପାଇଁ…

ଟ୍ୱିଟର ନାମ X ରଖିବା ପରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ୟୁଜର୍ସ କରିପାରିବେ ଭିଡିଓ ଓ ଭଏସ୍ କଲ୍

ନୂଆଦିଲ୍ଲୀ: ୨୪ ଜୁଲାଇରେ ଏଲନ୍ ମସ୍କ 'ଟ୍ୱିଟର'ର ନାମ ଏବଂ ଲୋଗୋକୁ X’ରେ ପରିବର୍ତ୍ତନ କରିଥିଲେ । ଏହା ପରେ ୨୬ ଜୁଲାଇରେ ଲୋଗୋର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରିବା ପରେ ଏହାକୁ କଳା ଏବଂ ଧଳା ରଙ୍ଗରେ X’ରେ…

ଏହା ହେଉଛି ଦୁନିଆର ସବୁଠାରୁ ମାରାତ୍ମକ ବିଷ: ଏହାକୁ ଖୋଜିଥିବା ବୈଜ୍ଞାନିକଙ୍କୁ ମିଳିଥିଲା ନୋବେଲ ପୁରସ୍କାର

ବିଷର ନାମ ଶୁଣିବା ମାତ୍ରେ ମନକୁ ପ୍ରଥମେ ଆସୁଥିବା ଜିନିଷ ହେଉଛି ସିଆନାଇଡ୍, କିନ୍ତୁ ଆପଣ ଜାଣନ୍ତି କି ଆମ ପୃଥିବୀରେ ଏହାଠାରୁ ଅଧିକ ଏକ ବିପଜ୍ଜନକ ବିଷ ଅଛି । ଯାହାର ମାତ୍ର ଗୋଟିଏ ଗ୍ରାମ ହଜାର ହଜାର ଲୋକଙ୍କୁ…

OJEE : ମେଡିକାଲ୍‍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆଜିଠାରୁ ପଞ୍ଜୀକରଣ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ.ଜେ.ଇ.ଇ.ର କାଉନ୍‍ସେଲିଂ ଆରମ୍ଭ ହୋଇଛି । ଓ.ଜେ.ଇ.ଇ. ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‍ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ…

ରାଜଧାନୀ ଏକ୍ସପ୍ରେସ୍‍ ତେଜସ୍‍ ରାକକୁ ଆଜି ଉଦ୍‍ଘାଟନ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନ ୧୦ଟା ୪୫ରେ ତେଜସ୍‍ ରାକ୍‍ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍‍କୁ ଉଦ୍‍ଘାଟନ କରିବେ । ସେହିପରି ଅପରାହ୍ଣ…

‘ହର ଘର ତ୍ରିରଙ୍ଗା’ରୁ ୬୦୦ କୋଟି ବ୍ୟବସାୟ ହେବାର ଆଶା: ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ନୂଆଦିଲ୍ଲୀ: କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଆନ୍ ପାଳନ କରିବାକୁ ବ୍ୟାପକ ଉଦ୍ୟମ କରୁଛି । ଏହି ଅଭିଯାନ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ୩୫…