ଖୋର୍ଦ୍ଧାର ଏହି ସ୍ଥାନରେ ଆଜିଠୁ ଆରମ୍ଭ ହେବ ଗାଡ଼ି ସ୍କ୍ରାପିଂ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ପିତାପଲୀଠାରେ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ ଆଜିଠାରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଥମ ପର୍ଯ୍ୟାୟରେ…

ବିଇଡି ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ସିଟ୍‍ ଆବଣ୍ଟନ ତାଲିକା,କାଲିଠୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ

ଭୁବନେଶ୍ୱର: ବିଇଡି ଏବଂ ଏମଇଡି ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ଆବଣ୍ଟନ ତାଲିକା ପ୍ରକାଶ ପାଇବ । ଆସନ୍ତାକାଲିଠାରୁ ୨୯ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବାକୁ…

କାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କମିଶନରେଟ ପୋଲିସ୍‍ ପକ୍ଷରୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ…

ହାତରେ ଖାଇବାର କ’ଣ ରହିଛି ଧାର୍ମିକ ଓ ବୈଜ୍ଞାନିକ କାରଣ? ଜାଣନ୍ତୁ

ଭାରତକୁ ସଂସ୍କୃତି ଏବଂ ପରମ୍ପରାର ଦେଶ ବୋଲି କୁହାଯାଏ । ଆମେ ସମସ୍ତେ ଭାରତୀୟ ଆମର ରୀତିନୀତି ଏବଂ ଧର୍ମ ଦ୍ୱାରା ତିଆରି କରାଯାଇଥିବା ନିୟମକୁ କଠୋର ଭାବରେ ପାଳନ କରୁ । ଏପରି ଅନେକ ପରମ୍ପରା ଅଛି, ଯାହା ଭାରତୀୟ…

କ’ଣ ୮ଟା ପୂର୍ବରୁ ଜଳଖିଆ ଖାଇବା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କ କମିଯାଏ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଆଜିର ସମୟରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ଡାଇବେଟିସ୍ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଏହା ଏପରି ଏକ ରୋଗ ଯାହା ସହିତ ଅନେକ ରୋଗ ଆଣିଥାଏ । ଏହା ଶରୀରର ଅନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଏ । ଏହି ରୋଗରେ ଲୋକଙ୍କ ସୁଗାର…

ବାସ୍ତୁଶାସ୍ତ୍ର:ଖଟ ତଳେ ଭୁଲ୍‌ରେ ବି ଏସବୁ ଜିନିଷ ରଖନ୍ତୁ ନାହିଁ, ହୋଇଯିବେ କାଙ୍ଗାଳ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଖଟ ତଳେ ଭୁଲ୍‌ରେ ବି କେବେ ଲୁହାର କୌଣସି ଜିନିଷ କିମ୍ବା ଝାଡୁ ରଖିବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା କୁଆଡ଼େ ଘରେ ବାସ୍ତୁଦୋଷ ଉପୁଜିଥାଏ ବୋଲି ବିଶ୍ୱାସ କରାଯାଏ। ତା’ସହିତ ପରିବାର…

ଆମେରିକାରୁ ବ୍ୟାପିଯିବ କରୋନା ପରି ମହାମାରୀ! ମିଳିଲା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପୁଥିବା ଭାଇରସ୍, ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଦାବି କରିଛି ଯେ, ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ । ଯଦିଓ ଆମେରିକୀୟମାନେ ଭାବନ୍ତି ଯେ ଆମେରିକାରେ…

ଘରେ ଲାଗି ରହୁଛି କି ଅଶାନ୍ତି ? ଏହି ବାସ୍ତୁଟିପ୍ସ ମାଧ୍ୟମରେ କରିପାରିବେ ଦୂର

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: - ଗ୍ଲାସ୍‌ରେ କିଛି ପାଣି ନେଇ ସେଥିରେ…

ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା; ପ୍ରବଳ ବର୍ଷା ହେବାନେଇ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ତତ୍‍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗେ।।ପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ…

OSSC ପକ୍ଷରୁ କମ୍ବାଇନ୍‍ ହାୟର ସେକେଣ୍ଡାରୀ ଲେଭଲ ପରୀକ୍ଷା ପାଇଁ ବିଜ୍ଞପ୍ତି , ପୂରଣ ହେବ ୩୫୪ଟି ପଦବୀ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ ପକ୍ଷରୁ କମ୍ବାଇନ୍‍ ହାୟର ସେକେଣ୍ଡାରୀ ଲେଭଲ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା…