ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ…

ଆଜି ୪୦୬ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଲୋକସେବା ଭବନସ୍ଥିତ କନ୍‍ଭେନ୍‍ସନ ସେଣ୍ଟର ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷି…

ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ କମିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୫ ବର୍ଷ ଶାସନ ଭିତରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମାରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ…

ବିଦେଶ ମନ୍ତ୍ରୀଙ୍କ ସହ ୧୧ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସମେତ ୧୧ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୬ଜଣ ରହିଛନ୍ତି । ୬ଜଣ ଟିଏମ୍ସି…

ମିଠା ମକା ଖାଉଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା

ସମସ୍ତେ ପ୍ରାୟତଃ ମିଠା ମକା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଖାଦ୍ୟ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଏଥିରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସନରେ ଭରପୂର ଥାଏ ।…

ଏହି କାରଣରୁ ହୋଇଥାଏ ଚକ୍ଷୁ ସଂକ୍ରମଣ, ଜାଣନ୍ତୁ କିପରି ଦୂର କରିବେ ସମସ୍ୟା

ବର୍ଷାଋତୁ ପରିବର୍ତ୍ତନ ହେଲେ ଆଖି ଧରା ରୋଗ ଦେଖିବାକୁ ମିଳିଥାଏ । ଏଡିନୋ ଭୂତାଣୁ ଏହି ରୋଗର କାରଣ । ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର…

ମହଙ୍ଗା ମାଡରେ ଖାଉଟି ଅତିଷ୍ଠ: ପରିବା ପରେ ବଢ଼ୁଛି ଡାଲି, ଚାଉଳ ଦର

ଭୁବନେଶ୍ୱର: ମହଙ୍ଗା ମାଡକୁ ନେଇ ଅତିଷ୍ଠ ହୋଇ ପଡିଲେଣି ଖାଉଟିମାନେ । ଅତ୍ୟାବଶ୍ୟକ ସାମଗ୍ରୀସହ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ଖାଉଟିମାନଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ଦୁଇ ମାସରୁ ଉଦ୍ଧ୍ୱର୍ ହେବ ପନିପରିବା ଦର…

ପୁଣି ଓଡ଼ିଶାର ସଫଳତାକୁ ସ୍ୱୀକୃତି : ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍ ପୁରସ୍କାର

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶାର ସଫଳତାକୁ ସ୍ୱୀକୃତି ମିଳିଛି । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ ପୁରସ୍କାର ପ୍ରାପ୍ତ ହୋଇଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।…

ଉପବାସ କମାଏ ହାର୍ଟ ଆଟାକର ଆଶଙ୍କା

ଆଜିର ସମୟରେ ହୃଦ୍‌ରୋଗ ଅନ୍ୟତମ ଗମ୍ଭୀର ସମସ୍ୟା ପାଲଟି ଗଲାଣି। ହେଲେ ଏହାର ଠିକ୍‌ ସମୟରେ ଚିକିତ୍ସା କରାଇ ନେବା ଦରକାର। ନ ହେଲେ ତାହା ଜୀବନନାଶକ ହୋଇଥାଏ। ଶାରୀରିକ ପରିଶ୍ରମର ଅଭାବ, ନିଶା ସେବନ, ମାନସିକ ଚାପ,…

ରାସ୍ତାରେ ଟଙ୍କା ପାଇବାର ଅର୍ଥ କ’ଣ, ଏହାକୁ ଉଠାଇବା ପୂର୍ବରୁ ଜାଣନ୍ତୁ ଏହି କଥା

ବେଳେବେଳେ ରାସ୍ତାରେ ଚାଲିବା ସମୟରେ କାହାକୁ ଟଙ୍କା ପଡ଼ିଥିବାର ମିଳିଯାଏ । ଲୋକମାନେ କିଛି ଚିନ୍ତା ନକରି ସେହି ଟଙ୍କା ଉଠାନ୍ତି ଏବଂ ସେମାନଙ୍କ ପାଖରେ ରଖଦିଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ ରାସ୍ତାରେ ପଡ଼ିଥିବା ଟଙ୍କା…