ବଦଳୁଥିବା ଋତୁରେ କିଡନୀକୁ ଖରାପ କରିପାରନ୍ତି ବ୍ୟାକ୍ଟେରିଆ: ବର୍ତ୍ତିବା ପାଇଁ ଆପଣାନ୍ତୁୁ ଏହି ଉପାୟ

ମୌସୁମୀ ଆସିସାରିଛି ଓ ବଦଳୁଥିବା ଏହି ଋତୁରେ ସବୁଆଡେ ଖରା-ବର୍ଷାର ଖେଳ ଚାଲିଛି । ବର୍ଷା ଯୋଗୁଁ ପ୍ରବଳ ଉତ୍ତାପରୁ ନିଶ୍ଚିତ ଭାବେ ଆରାମ ମିଳିଛି, କିନ୍ତୁ ଏହି ଋତୁରେ ଲୋକଙ୍କ ଇୁମ୍ୟନିଟୀ ସିଷ୍ଟମ ଦୁର୍ବଳ ହୋଇଯାଉଛି ।…

ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ! ୨୨ ଜୁଲାଇରେ ସପ୍ତମ ନିଯୁକ୍ତି ମେଳା, ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସମଗ୍ର ଦେଶରେ ୨୨ ଜୁଲାଇରେ ରୋଜଗାର ମେଳାର ଆୟୋଜନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମିଡିଆ ମାଧ୍ୟମରେ ପ୍ରାୟ ୭୧ ହଜାର ଲୋକଙ୍କୁ ନିଯୁକ୍ତି…

ଶ୍ରାବଣର ଦ୍ୱିତୀୟ ସୋମବାର କାହିଁକି ସ୍ୱତନ୍ତ୍ର ? ଘଟିବାକୁ ଯାଉଛି ୪ଟି ଶୁଭ ସଂଯୋଗ, ଶିବଙ୍କ କୃପାରୁ ମିଳିବ ମନ ଖୋଜୁଥିବା ଜୀବନସାଥୀ

ଚଳିତ ବର୍ଷ ଶ୍ରାବଣର ଦ୍ୱିତୀୟ ସୋମବାର ୧୭ ଜୁଲାଇରେ ପଡୁଛି । ଦ୍ୱିତୀୟ ଶ୍ରାବଣ ସୋମବାର ଅନେକ ଉପାୟରେ ସ୍ୱତନ୍ତ୍ର । ଏହି ଦିନ ୪ ଟି ଶୁଭ ସଂଯୋଗ ଘଟିବାକୁ ଯାଉଛି, ଯେଉଁଥିରେ ଭଗବାନ ଶିବଙ୍କ କୃପା ସହିତ ମାତା…

ଶ୍ରାବଣ ମାସରେ ନିଅଣ୍ଟିଆ ବର୍ଷା: ଆସନ୍ତା ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ନିଅଣ୍ଟିଆ ବର୍ଷାର ସ୍ଥିତି ଜାରି ରହିଛି । ଏହା ଚାଷକାର୍ଯ୍ୟରେ ବିଶେଷ ଭାବରେ ପ୍ରଭାବ ପକାଇଛି । ତେବେ ଆସନ୍ତା ୨୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଏହି ପ୍ରସଙ୍ଗରେ ଏକାଠି ଆସିଲେ ଭାରତ-ପାକିସ୍ତାନ, ପଡୋଶୀ ଦେଶର ଏହି ପ୍ରସ୍ତାବକୁ ଜାତିସଂଘରେ ମିଳିଲା ଭାରତର ସପୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ବିଷୟରେ ତ ସମସ୍ତେ ଜାଣିଥିବେ । ସେ ଲଗାତାର ପାକିସ୍ତାନ ଏବଂ ଏହାର ନୀତିକୁ ବିରୋଧ କରୁଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା କିମ୍ବା କଠୋରତା ଆଦିକୁ ଭାରତ…

୧୫ ବର୍ଷରେ ଦାରିଦ୍ର୍ୟତାରୁ ମୁକୁଳିଛନ୍ତି ୪୧.୫ କୋଟି ଭାରତୀୟ: ଜାତିସଂଘର ରିପୋର୍ଟ

ନୂଆଦିଲ୍ଲୀ: ଦରବୃଦ୍ଧି ତଥା ବେକାରୀ ସମସ୍ୟା ମଧ୍ୟରେ ଆସିଛି ଏକ ଖୁସି ଖବର । ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧ କୋଟି ୫ ଲକ୍ଷ ଭାରତୀୟ ଦରିଦ୍ରତାରୁ ମୁକୁଳି ପାରିଛନ୍ତି । ଅର୍ଥାତ୍…

ସିନ୍ଦୂର ହେଉଛି ସୌଭାଗ୍ୟର ପ୍ରତୀକ, ଜାଣନ୍ତୁ କ’ଣ ରହିଛି ଏହାର ଧାର୍ମିକ ମହତ୍ତ୍ୱ

ହିନ୍ଦୁଧର୍ମରେ ସଧବା ସ୍ତ୍ରୀମାନେ ପ୍ରତ୍ୟେକ ଦିନ ସିନ୍ଦୂର ଲଗାଇବା ଅପରିହାର୍ଯ୍ୟ । ସାଧାରଣଭାବେ କହିବାକୁ ଗଲେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ଏହାକୁ ସଧବାର ପ୍ରତୀକ ବୋଲି କୁହାଯାଇଥାଏ। ହିନ୍ଦୁଧର୍ମର…

ଯୁବକମାନଙ୍କ ପାଇଁ ମୋଦୀ ସରକାରଙ୍କ ଜବରଦସ୍ତ ସ୍କିମ୍, ଦେଶର ଲକ୍ଷ ଲକ୍ଷ ଲୋକ ହେବେ ମାଲାମାଲ୍

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ମାଧ୍ୟମରେ ଲୋକଙ୍କ କଲ୍ୟାଣ ପାଇଁ ଅନେକ ପ୍ରକାରର ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାଗୁଡିକ ମାଧ୍ୟମରେ ଲୋକଙ୍କ ହିତ ପାଇଁ କାମ କରାଯାଉଛି । ଏଥିମଧ୍ୟରେ ସରକାର ଯୁବକମାନଙ୍କ ପାଇଁ ଅନେକ…

ଡରାଉଛି ହାର୍ଟ ଆଟାକ୍ ମାମଲା: ଏବେ ଜିମରୁ ଫେରିଥିବା ୩୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହାର୍ଟ ଆଟାକ୍ ହେତୁ ଯୁବକମାନଙ୍କ ମୃତ୍ୟୁ ଖବର ଆଜିକାଲି ବହୁତ ଦେଖିବାକୁ ମିଳୁଛି । ଏଭଳି ଏକ ଖବର ତେଲେଙ୍ଗାନାର ଖମ୍ମମ ଜିଲ୍ଲାରୁ ଆସିଛି, ଯେଉଁଠାରେ ଜିମରୁ ଆସିବା ପରେ ଜଣେ ୩୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ…

ସ୍ୱାମୀଙ୍କୁ ହାତ ମୁଠାରେ ରଖନ୍ତି ଏହି ରାଶିର ମହିଳା : ଶାଶୁଘରେ ଚାଲିଥାଏ ତାଙ୍କର ଦବଦବା

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ ଡୋମିନେଟିଂ(ପ୍ରାଧାନ୍ୟ) ବିସ୍ତାର କରିବାରେ ମାହିର ହୋଇଥାନ୍ତି। ଏମାନେ…