ଅହମଦାବାଦ ବିମାନ ଦୁର୍ଘଟଣା Video ୨: ଦେଖନ୍ତୁ କିପରି ଖସି ପଡ଼ୁଛି ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭ ଡ୍ରିମଲାଇନର
ଅହମଦାବାଦ: ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ଫ୍ଲାଇଟ AI171, ଯାହା ଲଣ୍ଡନ ଗାଟୱିକ ଅଭିମୁଖେ ଯାଉଥିଲା, ଟେକଅଫ କରିବାର କିଛି ସେକେଣ୍ଡ ପରେ ମେଘାନିନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ…