fbpx

ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ମାମଲା : ସ୍ୱତନ୍ତ୍ର ଅଡିଟ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

କଟକ: ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠି ସମ୍ପର୍କିତ ମାମଲାରେ ସ୍ୱତନ୍ତ୍ର ଅଡିଟ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡ.…

PNB-ICICI-HDFC ବ୍ୟାଙ୍କର ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ମେଣ୍ଟେନ୍ କରିବାକୁ ପଡ଼ିବନାହିଁ ସର୍ବନିମ୍ନ ବାଲାନ୍ସ !

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କେବେ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ମେଣ୍ଟେନ ପାଇଁ ଜରିମାନା ଦେବାକୁ ପଡ଼ିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ହୋଇପାରେ ଆଗାମୀ ସମୟରେ ଏପରି ପରିସ୍ଥିତିରେ ଆପଣଙ୍କୁ ଆଉ…

ଟେକ୍ନିକାଲ ଇଣ୍ଟେଲିଜେନ୍ସିରେ ବମ୍ପର ନିଯୁକ୍ତି: ୧.୭ ଲକ୍ଷ ପର୍ଯ୍ୟନ୍ତ ଦରମା, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ତେବେ ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନ (NTRO) ରେ ଚାକିରି ପାଇବା ଏକ ବଡ଼ ସୁଯୋଗ ଆସିଛି । ଏନଟିଆରଓ ଦ୍ୱାରା ଟେକ୍ନିକାଲ…

ରିସର୍ଚ୍ଚ ଅନୁସାରେ ଆମେରିକାରେ ପ୍ରସ୍ତୁତ HIV ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ, କିନ୍ତୁ…

ନୂଆଦିଲ୍ଲୀ: ଏଚ୍.ଆଇ.ଭି ଏଡସ୍ ଏପରି ଏକ ରୋଗ, ଯାହାର ଚିକିତ୍ସା ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହି ରୋଗ ସହିତ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ତଥାପି କିଛି ମେଡିସିନ୍…

ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ପିଠି ଯନ୍ତ୍ରଣା କାହିଁକି ଅଧିକ ହୁଏ ? ଜାଣନ୍ତୁ ୪ଟି କାରଣ ଓ କିଛି ଘରୋଇ ଉପଚାର

ମହିଳାଙ୍କ ଶରୀର ପୁରୁଷଙ୍କ ଅପେକ୍ଷା ସାମାନ୍ୟ ସମ୍ବେଦନଶୀଳ ହୋଇଥାନ୍ତି  । ଏଥିସହ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ, ଯାହା ପ୍ରତି ମାସରେ ପରିବର୍ତ୍ତନ ହୁଏ, ସେମାନଙ୍କର ସମଗ୍ର ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାଏ…

ଛଟେଇ କରିବାର ଆଉ ଏକ ଅଭିଯାନ ଆରମ୍ଭ କରିଛି Amazon: ୨୩୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରିବାକୁ ଘୋଷଣା

ନୂଆଦିଲ୍ଲୀ: ମେଟା ଓ ଟ୍ୱିଟର ପରେ ଆମାଜନ୍ ଓ ମାଇକ୍ରୋସଫ୍ଟରେ ଛଟେଇ ହେବାର ନୂଆ ଅଭିଯାନ ଆରମ୍ଭ ହୋଇଛି । ବୁଧବାର ଅପରାହ୍ନରେ ୱାଶିଂଟନ୍ ଷ୍ଟେଟ୍ ନିଯୁକ୍ତି ସୁରକ୍ଷା ବିଭାଗରେ ଦାଖଲ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ,…

ଭାରତରେ କ୍ୟାନ୍ସର ଭଳି ଗମ୍ଭୀର ରୋଗର ଆସିବ ‘ସୁନାମୀ’: ସାମ୍ନାକୁ ଆସିଲା ବିଶେଷଜ୍ଞଙ୍କ ସାଙ୍ଘାତିକ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଜଣେ ଜଣାଶୁଣା କ୍ୟାନ୍ସର ରୋଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କି, ଜଗତୀକରଣ, ବଢୁଥିବା ଅର୍ଥବ୍ୟବସ୍ଥା, ଜନସଂଖ୍ୟା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଭାରତକୁ କ୍ୟାନ୍ସର ଭଳି ଗୁରୁତର ରୋଗର…

ବଜେଟ୍ ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ : କ୍ରୁଡରେ ହ୍ରାସ ଯୋଗୁୁଁ ଅନେକ ସମୟ ପରେ ମିଳିଲା ଖୁସିଖବର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛିି…

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡିର ରେଜିଷ୍ଟ୍ରେସନ୍ ହେବ ବାତିଲ୍

ନୂଆଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସର୍କୁଲାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା…

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ…