IPS ସ୍ତରରେ ଅଦଳବଦଳ: ଓଡ଼ିଶା ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: IPS ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୟୂରଭଞ୍ଜ ଏସ୍‍ପି ତଥା ୨୦୧୧ ବ୍ୟାଚ୍‍ର ଆଇପିଏସ୍‍ ଅଫିସର ବି.ଗଙ୍ଗାଧରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ୨୦୧୮…

ପ୍ରଦୂଷଣ ଯୋଗୁଁ ଆଖିରେ ହେଉଛି ଏହି ଦୁଇଟି ରୋଗ: ଏହିସବୁ ଲକ୍ଷଣଗୁଡ଼ିକୁ କରନ୍ତୁନି ଅଣଦେଖା

ବାୟୁ ପ୍ରଦୂଷଣ କେବଳ ଆପଣଙ୍କ ଫୁସଫୁସ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଆପଣଙ୍କ ଆଖିକୁ ମଧ୍ୟ କ୍ଷତି ପହଞ୍ଚାଉଛି । ଦିଲ୍ଲୀ-ଏନସିଆରର ପ୍ରାୟ ସମସ୍ତ ସହରରେ ବାୟୁ ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଛି ଏବଂ ଧୂଆଁ ଯୋଗୁଁ…

୫ବର୍ଷ ଯାଏ ମାଗଣାରେ ମିଳିବ ରାସନ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର ୮୦ କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫…

ପରିସ୍ରାରେ ରକ୍ତ ପଡୁଥିଲେ କରନ୍ତୁନି ଅଣଦେଖା ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

କିଡନୀ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନଙ୍କୁ ପରିସ୍ରା କଲାବେଳେ ଅନେକ ସମସ୍ୟା ସହିବାକୁ ପଡିଥାଏ । ପରିସ୍ରା କଲାବେଳେ ରକ୍ତ ବାହାରିବା,କୌଣସି ବି କାରଣରୁ ହାତ-ଗୋଡ ଫୁଲି ଯିବା କିଡନୀ ଖରାପ ହେବାର କାରଣ ହୋଇପାରେ…

ଦୀପାବଳିରେ ରାଶି ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ ? ଜାଣନ୍ତୁ

ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତାରିଖରେ ପାଳନ କରାଯାଏ । ଚଳିତ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥି ୧୨ ନଭେମ୍ବରରେ ଅପରାହ୍ନ ୨:୪୪ ରୁ ଆରମ୍ଭ ହେଉଛି । ଏହା ନଭେମ୍ବର ୧୩ ସୋମବାର ଦିନ ଅପରାହ୍ନ…

ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା: ଟିମ୍ ଇଣ୍ଡିଆକୁ ନେଇ ଲେଖିଲେ ଏପରି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ -୨୦୨୩ ରୁ ବାଦ୍ ପଡ଼ିଛନ୍ତି । ଆହତ କାରଣରୁ ସେ ଟୁର୍ନାମେଣ୍ଟରୁ ବାହାରିଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ବେଳେ ସେ…

(Video)ନେପାଳ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି, ଝଟକା ଲାଗିବା ମାତ୍ରେ ଘରୁ ଦୌଡ଼ିଥିଲେ ଲୋକେ

ନୂଆଦିଲ୍ଲୀ: ଭୂକମ୍ପରେ ନେପାଳ ପୁଣି ଥରେ କମ୍ପିତ ହୋଇଛି । ୬.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ନେପାଳରେ ବ୍ୟାପକ ଧ୍ୱଂସ କରିଛି । ଏକ ଡଜନରୁ ଅଧିକ ଘର ନଷ୍ଟ ହୋଇଯାଇଛି । ପଶ୍ଚିମ ନେପାଳକୁ ଆସିଥିବା ଏହି ଶକ୍ତିଶାଳୀ…

ପାକିସ୍ତାନର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ: ବିସ୍ଫୋରଣ ପରେ ଲାଗିଲା ନିଆଁ, ଦେଖନ୍ତୁ Video

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ପଡୋଶୀ ଦେଶ ପାକିସ୍ତାନର ମିଆନୱାଲିର ଏୟାରବେସରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ଏୟାରବେସ ଭିତରକୁ ପ୍ରବେଶ କରି ଜବରଦସ୍ତ ଗୁଳି ବର୍ଷା କରିଥିଲେ, ଯାହା ପରେ…

World Cup ଚାଲିଥିବା ବେଳେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ବିଶ୍ୱକପ୍‌ 2023 ଚାଲିଥିବା ବେଳେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା…

ସାବଧାନ୍ ରୁହ! ନେପାଳରେ ଭୂକମ୍ପ ଯୋଗୁଁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ବେଲ୍ଟ ସକ୍ରିୟ, ହୋଇପାରେ ବଡ଼ ଧରଣର ପ୍ରଳୟ

ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ଶୁକ୍ରବାର ଦିନ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା, ଯାହାର ଜୋରଦାର ଝଟକା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାର ସମେତ ଉତ୍ତର ଭାରତରେ ଅନୁଭୂତ…