ସାବଧାନ୍ ! ଏହି ୫ଟି ଗୁଗୁଲ୍ ସର୍ଚ୍ଚ ଟର୍ମ ଖାଲି କରିପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ଏକ ସରଳ ଗୁଗୁଲ୍ ସର୍ଚ୍ଚ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଛି ସେକେଣ୍ଡ ମଧ୍ୟରେ ଖାଲି କରିପାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ୍ ସତ । ଆପଣଙ୍କ ସମ୍ମତି ବିନା ସାଇବର କ୍ରକ୍ ଆପଣଙ୍କର…