ଶୁଙ୍ଘିବା ଶକ୍ତି କମିଯାଉଛି କି ? ହୋଇପାରେ ଏହି ବଡ଼ ରୋଗର କାରଣ, ରିସର୍ଚ୍ଚରୁ ଖୁଲାସା
ଶୁଙ୍ଘିବାର କ୍ଷମତା ହରାଇବା ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଏକ ରିସର୍ଚ୍ଚ ଅନୁସାରେ କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବାର କ୍ଷମତା ପ୍ରଭାବିତହୋଇଥିଲେ ସମ୍ଭବତଃ ତାଙ୍କୁ ଅଲଜାଇମର ଏବଂ ଡିମେନିସ ଭଳି ରୋଗ…