ଇନଷ୍ଟାଗ୍ରାମରେ ରିଲ୍ସ କରିବା ପଡିବ ମହଙ୍ଗା ! ଏହି ସ୍ଥାନରେ ଭିଡ଼ିଓ କଲେ ହୋଇପାରେ ଜେଲ୍
ଇନଷ୍ଟାଗ୍ରାମରେ ରିଲ୍ସ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ବେଶୀ ଘାରିଛି। ଅନେକ ଲୋକ ରିଲ୍ସ କରିବା ଚକ୍କରରେ ନିଜ ଜୀବନକୁ ବିପଦ ମୁହଁକୁ ଠେଲିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଥିବା ଦେଖିବାକୁ ମିଳିଛି।…