୯ ଦିନରେ ବ୍ଲଡ଼ କ୍ୟାନ୍ସରର ଚିକିତ୍ସା କରୁଥିବା Velcart ଥେରାପି କ’ଣ ,ଅନ୍ୟ ଚିକିତ୍ସା ମଧ୍ୟରେ କେତେ ଭଲ ?
ନୂଆଦିଲ୍ଲୀ : ଭାରତୀୟ ଡାକ୍ତରମାନେ ରକ୍ତ କର୍କଟ (ଲିଉକେମିଆ) ଚିକିତ୍ସାରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଏବଂ ତାମିଲନାଡୁର କ୍ରିସ୍ଚିଆନ ମେଡିକାଲ କଲେଜ…