ସାହାରାରେ ଅଟକି ଥିବା ଟଙ୍କାକୁ ପାଇବାକୁ ନିଜେ କରନ୍ତୁ ଆବେଦନ: ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ସାହାରାରେ ଫସି ରହିଥିବା ଲୋକଙ୍କ ଟଙ୍କାକୁ ଫେରସ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ୧୮ ଜୁଲାଇ ୨୦୨୩ ରେ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ ସୋସାଇଟି (ସିଆରସିଏସ)…

ମାତ୍ର ଗୋଟିଏ ସପ୍ତାହ ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୪ତମ କିସ୍ତି: କାହାକୁ ମିଳିବ ଓ କାହାକୁ ନମିଳିବ , ଏପରି କରନ୍ତି ଚେକ୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିଏମ କିଷାନର ୧୪ ତମ କିସ୍ତିକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଏହାର ଅର୍ଥ ଅତି ଶୀଘ୍ର ୨୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବାକୁ…

ବର୍ଷାଦିନେ ଦେଖାଦେଉଛି ଫଙ୍ଗାଲ୍‌ ଇନଫେକ୍ସନ୍‌ ସମସ୍ୟା : ଜାଣନ୍ତୁ ଏହାର ଘରୋଇ ଉପଚାର

ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଅନେକ ଚର୍ମ ରୋଗ ଦେଖାଯାଉଛି। ବିଭିନ୍ନ କାରଣରୁ ଏହି ଚର୍ମ ରୋଗ ହେଉଛି ଏହାର ଏକ ମୁଖ୍ୟ କାରଣ ହେଉଛି ଫଙ୍ଗାଲ୍ ଇନ୍‌ଫେକ୍ସନ। ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା…

ଡାଇବେଟିସ ରୋଗୀ ଇନ୍‌ସୁଲିନ୍‌ ନେଉଥିଲେ ସାବଧାନ ! ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଇନସୁଲିନ୍ ହରମୋନ ଆମ ଶରୀରରୁ କମ୍ କ୍ଷରଣ ହେଲେ ଡାଏବେଟିସ୍ ରୋଗ ହୁଏ। ତେଣୁ ଡାଏବେଟିସରୁ ରକ୍ଷା ପାଇବା ପାଇଁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ନେବାକୁ ପଡ଼ିଥାଏ। ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ…

ଏହି ଚାକିରିରେ ମିଳୁଛି ୬୦ ହଜାର ଦରମା ଓ ରହିବାକୁ ମାଗଣା ଘର: କିନ୍ତୁ ସର୍ତ୍ତ ଶୁଣିବା ପରେ ପଳାୟନ କରୁଛନ୍ତି ଲୋକେ !

ନୂଆଦିଲ୍ଲୀ: ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଚାକିରି କିମ୍ବା ଛୋଟ-ବଡ ବ୍ୟବସାୟ କରନ୍ତି । କରୋନା ସମୟରେ ଅନେକ ଲୋକ ସାରା ବିଶ୍ୱରେ ଚାକିରି ହରାଇଛନ୍ତି । ଅବଶ୍ୟ କିଛି ଲୋକ ନୂଆ ଷ୍ଟାର୍ଟଅପ୍…

ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ଝାଡ଼ଖଣ୍ଡ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ…

ଆଜି ୪୦୬ଜଣଙ୍କୁ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଲୋକସେବା ଭବନସ୍ଥିତ କନ୍‍ଭେନ୍‍ସନ ସେଣ୍ଟର ଠାରେ ଆଜି ଅପରାହ୍ଣରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । କୃଷି…

ନୀତି ଆୟୋଗ ରିପୋର୍ଟ: ଓଡ଼ିଶାରେ କମିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ୫ ବର୍ଷ ଶାସନ ଭିତରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମାରେଖାରୁ ବାହାରି ପାରିଛନ୍ତି । ସୋମବାର ନୀତି ଆୟୋଗ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ…

ବିଦେଶ ମନ୍ତ୍ରୀଙ୍କ ସହ ୧୧ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସମେତ ୧୧ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ୬ଜଣ ରହିଛନ୍ତି । ୬ଜଣ ଟିଏମ୍ସି…

ମିଠା ମକା ଖାଉଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା

ସମସ୍ତେ ପ୍ରାୟତଃ ମିଠା ମକା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଖାଦ୍ୟ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ହୋଇଥାଏ କ୍ଷତିକାରକ । ଏଥିରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସନରେ ଭରପୂର ଥାଏ ।…