ୟୁଟ୍ୟୁବରେ ଲିକ୍ ହେଲା କ୍ରିତି-ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’: କିଛି ଘଣ୍ଟାରେ ୨ ମିଲିୟନରୁ ଅଧିକ ଭ୍ୟୁ
ନୂଆଦିଲ୍ଲୀ: ପ୍ରଭାସ ଏବଂ କ୍ରିତିଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ବର୍ତ୍ତମାନ ସିନେମାଘରେ ଚାଲିଛି । ଅନେକ ବିବାଦ ମଧ୍ୟରେ ଫିଲ୍ମର ସ୍କ୍ରିନିଂ ଜାରି ରହିଛି, ଯଦିଓ ଫିଲ୍ମର ସମସ୍ୟା ବନ୍ଦ ହେବାର ନାମ ନେଉନାହିଁ ।…