Breaking News ଶିମିଳିପାଳ ଫରେଷ୍ଟର ହତ୍ୟା ଘଟଣା: ୧୦ ଜଣଙ୍କୁ ଗିରଫ କଲା ପୋଲିସ Sushreejyoti Routray Jun 24, 2023 ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଫରେଷ୍ଟର ମାଠି ହାଁସଦାଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଫରେଷ୍ଟର ମାଥି ହାଂସଦାଙ୍କ ହତ୍ୟା…
Breaking News ଭୁବନେଶ୍ବର ବିଜେଡି ପୁନର୍ଗଠିତ: ସୁଶାନ୍ତ ରାଉତଙ୍କୁ ସଭାପତି ନିଯୁକ୍ତ କଲେ ନବୀନ ପଟ୍ଟନାୟକ Sushreejyoti Routray Jun 24, 2023 ଭୁବନେଶ୍ୱର: ବିଜେଡିର ଭୁବନେଶ୍ବର ଜିଲ୍ଲା ସାଂଗଠନିକ କମିଟି ପୁନର୍ଗଠିତ ହୋଇଛି । ସୁଶାନ୍ତ ରାଉତଙ୍କୁ ସଭାପତି ନିଯୁକ୍ତ କରିଛନ୍ତି BJD ସୁପ୍ରିମୋ ନବୀନ ପଟ୍ଟନାୟକ । ଏକାମ୍ର, ମଧ୍ୟ, ଉତ୍ତର ବିଧାନସଭା କ୍ଷେତ୍ର…
Breaking News ପତ୍ନୀ ହତ୍ୟା ମାମଲା: ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ Sushreejyoti Routray Jun 24, 2023 ଭୁବନେଶ୍ୱର: ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନାଯୋଗ୍ୟ, ୧୯୯୫ ଅଗଷ୍ଟ ୨୯ ତାରିଖ ଦିନ ପୂର୍ବତନ ବିଧାୟକଙ୍କ…
Breaking News ୧୪ ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର, ୪ ଜଣଙ୍କୁ ସସପେଣ୍ଡ, ୬ ଜଣଙ୍କ ପେନସନ… Sushreejyoti Routray Jun 24, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ କାରଣରୁ ଏହି ଅଧିକାରୀଙ୍କ ଉପରେ ଶକ୍ତ ପ୍ରହାର କରାଯାଇଛି । ସେମାନଙ୍କ ମଧ୍ୟରୁ ୪…
Breaking News ମାଲକାନଗିରି ଜିଲ୍ଲାର ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ସଡ଼କ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ Sushreejyoti Routray Jun 24, 2023 ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରେ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ଟି ସଡ଼କ ପ୍ରକଳ୍ପ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୧୭୨ କିଲୋମିଟର ଦୀର୍ଘ ଏହି ସଡ଼କ ପ୍ରକଳ୍ପରେ…
Featured ଏହି ରୋଗ ହୋଇଥିଲେ ଭୁଲରେ ବି ଖାଆନ୍ତୁ ନାହିଁ କାଜୁ, ବଢ଼ିଯିବ ସମସ୍ୟା ! Sushreejyoti Routray Jun 24, 2023 ଆଜିକାଲି ଲୋକମାନେ ଭଲ ସ୍ବାସ୍ଥ୍ୟ ପାଇଁ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟର୍ସ ଖାଇଥାନ୍ତି। ଏହାବ୍ୟତୀତ କାଜୁକୁ ତରକାରି ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ…
Breaking News ସ୍ୱାମୀଙ୍କ ସମ୍ପତ୍ତିର ଅଧା ଭାଗରେ ରହିଛି ସ୍ତ୍ରୀର ଅଧିକାର: ହାଇକୋର୍ଟ Sushreejyoti Routray Jun 24, 2023 ନୂଆଦିଲ୍ଲୀ: ହାଉସୱାଇଫ୍ ବା ଗୃହିଣୀ ତାଙ୍କ ସ୍ୱାମୀଙ୍କର ସମ୍ପତ୍ତିରେ ଅଧା ଭାଗର ହକଦାର । ଏହି ନିଷ୍ପତ୍ତି ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଛି । ଜଷ୍ଟିସ୍ କୃଷ୍ଣ ରାମସ୍ୱାମୀଙ୍କ ଏକକ ବେଞ୍ଚ କହିଛନ୍ତି ଯେ,…
Breaking News ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି: ମୁଖ୍ୟମନ୍ତ୍ରୀ Sushreejyoti Routray Jun 24, 2023 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟାର ସମୀକ୍ଷା କରିଛନ୍ତି । ସେ କହିଛନ୍ତି,…
Breaking News ମାଗଣାରେ ନ୍ୟୁଜ୍ ପ୍ରକାଶ କରିପାରିବେ ନାହିଁ ଗୁଗୁଲ ଏବଂ ଫେସବୁକ୍, ସରକାରଙ୍କ ଘୋଷଣା ପରେ ଏପରି ଜବାବ ଦେଲା ମେଟା Sushreejyoti Routray Jun 24, 2023 ଇଣ୍ଟରନେଟ୍ ଦିଗଜ୍ଜମାନଙ୍କୁ ଏବେ କାନାଡାର ଖବର ପ୍ରକାଶକମାନଙ୍କୁ ଟଙ୍କା ଦେବାକୁ ପଡିବ । ସେମାନେ ସେମାନଙ୍କର ଖବର ମାଗଣାରେ ଦେଖାଇ ପାରିବେନାହିଁ । ଅନ୍ୟପକ୍ଷରେ ସଂସଦ ଦ୍ୱାରା ଅନୁମୋଦିତ ଆଇନ ଲାଗୁ ହେବା ପରେ ଦେଶର…
Featured ମୌସୁମୀରେ ଅଧିକ ଗରମ କଫି କିମ୍ବା ଚା’ ପିଉଥିଲେ ସାବଧାନ ! କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ ବୋଲି ଗବେଷଣାରୁ ପ୍ରକାଶ Sushreejyoti Routray Jun 24, 2023 ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନ୍ସର ଆଶଙ୍କା ଦେଖାଦେଇଥାଏ। ଗବେଷଣା…