ବିଦ୍ୟୁତ୍ ଗ୍ରାହକଙ୍କ ଅଧିକାର ନିୟମରେ ସଂଶୋଧନ କରିଛନ୍ତି ସରକାର : ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ
ନୂଆଦିଲ୍ଲୀ: ଭାରତ ସରକାର ବିଦ୍ୟୁତ୍ (ଉପଭୋକ୍ତା ଅଧିକାର) ନିୟମ, ୨୦୨୦ ରେ ସଂଶୋଧନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶକ୍ତି ମନ୍ତ୍ରଣାଳୟ ବୁଧବାର (ଜୁନ୍ ୧୪) ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତିରେ କୁହାଯାଇଛି…