୫୩୧ ପାକିସ୍ତାନୀ ଛାଡ଼ିଲେ ଭାରତ, ଜାଣନ୍ତୁ କେତେ ଭାରତୀୟ ଫେରିଲେ ?

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ହମଲାରେ ପାକିସ୍ତାନର ସମ୍ପୃକ୍ତି ଥିବା ଅଭିଯୋଗ ପରେ…

ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନୀ ହିନ୍ଦୁ ଚାରିଧାମ ଯାତ୍ରା ଉପରେ ବ୍ୟାନ୍ ଲଗାଇଲା ଭାରତ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ପଦକ୍ଷେପ ନେଉଛି । ଏବେ…

ସୁନା ଦର ବୃଦ୍ଧିରେ ଲାଗିଲା ବ୍ରେକ: ଜାଣନ୍ତୁ ଭରି ପିଛା କେତେ ଅଛି ମୂଲ୍ୟ

ସପ୍ତାହ ଶେଷରେ ସୁନା ଦରକୁ ନେଇ ଆସିଲା ଖୁସି ଖବର। ସୁନା ଦର ବୃଦ୍ଧିରେ ଲାଗିଲା ବ୍ରେକ। ଲଗାତାର ଭରି ପିଛା ମୂଲ୍ୟରେ ବୃଦ୍ଧି ପାଉଥିବା ବେଳେ ଆଜି ୨୭ ଏପ୍ରିଲ ୨୦୨୫ ରବିବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ…

ଅନନ୍ତନାଗରେ ତଲାସି ଅଭିଯାନ ଆରମ୍ଭ : ୧୭୫ ସନ୍ଦିଗ୍ଧ ଅଟକ

ଶ୍ରୀନଗର: ପହଲଗାଓଁ ଆକ୍ରମଣ ପରଠାରୁ ନିରାପତ୍ତାରକ୍ଷୀମାନେ ଘଟଣାରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ଜାମ୍ମୁ-କାଶ୍ମୀରରେ ଘରକୁ ଘର ବୁଲି ତଲାସି ଅଭିଯାନ ଆରମ୍ଭ କରିଛନ୍ତିି। ଏହି ପରିପ୍ରେକ୍ଷୀରେ ଶନିବାର…

ମାତ୍ର ୯୦ ମିନିଟରେ ଘରେ ପହଞ୍ଚିବ BSNLର 5G ସିମ୍, ଜାଣନ୍ତୁ ବୁକିଂର ସହଜ ପ୍ରକ୍ରିୟା

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ତା’ର ଗ୍ରାହକଙ୍କ ପାଇଁ ଏକ ନୂଆ ଓ ସୁବିଧାଜନକ ସେବା ଆରମ୍ଭ କରିଛି। ଏବେ ଆପଣ ଘରେ ବସି BSNLର 5G ସିମ୍ କାର୍ଡ ଅନଲାଇନରେ ବୁକ୍ କରିପାରିବେ ଏବଂ ମାତ୍ର ୯୦…

ସକାଳୁ ଏତେ ପାଦ ଚାଲିଲେ ହୃଦୟ ରହିବ ସୁସ୍ଥ: ପାଖ ମାଡିବନି ହୃଦ୍‌ରୋଗ, ମୋଟାପଣ ହେବ କଣ୍ଟ୍ରୋଲ

ଆଜିର ଜୀବନଶୈଳୀରେ ହୃଦୟ ସମ୍ବନ୍ଧୀୟ ରୋଗ ଏକ ବଡ଼ ଚିନ୍ତାର ବିଷୟ ହୋଇଛି। କିନ୍ତୁ ସୁସ୍ଥ ହୃଦୟ ଓ ମୋଟାପଣ ନିୟନ୍ତ୍ରଣ ପାଇଁ ଏକ ସରଳ ଉପାୟ ହେଉଛି ନିୟମିତ ଚାଲିବା। ବିଶେଷଜ୍ଞମାନଙ୍କ ମତରେ, ସକାଳୁ ୧୦,୦୦୦ ପାଦ ଚାଲିଲେ…

କୈଳାସ ମାନସରୋବର ଯାତ୍ରା କରିବାକୁ ଚାହୁଁଛନ୍ତି କି ? ତେବେ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଛଅ ବର୍ଷର ଲମ୍ବା ଅପେକ୍ଷା ପରେ ପବିତ୍ର କୈଲାସ ମାନସରୋବର ଯାତ୍ରା ୩୦ ଜୁନ ୨୦୨୫ରୁ ପୁଣି ଆରମ୍ଭ ହେବାକୁ ଯାଉଛି। କୋଭିଡ-୧୯ ମହାମାରୀ ଓ ଭାରତ-ଚୀନ ସୀମା ବିବାଦ ହେତୁ ୨୦୨୦ରୁ ଏହା ବନ୍ଦ ଥିଲା। ଏବେ…

ଆତଙ୍କବାଦୀଙ୍କ ବିରୁଦ୍ଧରେ ଆକ୍ସନ ଜାରି, କୁପଓ୍ୱାଡ଼ାରେ ଲସ୍କରର ଆତଙ୍କବାଦୀର ଘର ଧ୍ୱଂସ; ବ୍ଲାଷ୍ଟ କଲେ ଯବାନ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ତା’ ପରେ ସୁରକ୍ଷାବାହିନୀ ଆତଙ୍କବାଦୀ ଓ ସେମାନଙ୍କ…

ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା

ପୁରୀ: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ପୁଷ୍ପାଳକ ନିଯୋଗ…

ପିଏମ ମୋଦୀଙ୍କ ରୋଜଗାର ମେଳା: ୫୧,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର, ବିଭିନ୍ନ ବିଭାଗରେ ମିଳିଲା ଚାକିରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ୧୫ତମ ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ଜରିଆରେ ୫୧,୦୦୦ରୁ ଅଧିକ ଯୁବକଙ୍କୁ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ମେଳା…