କେବଳ ରବିବାର ନୁହେଁ, ଏହି ଦିନ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ: ଦେଖନ୍ତୁ ଆଗାମୀ ସପ୍ତାହର ବ୍ୟାଙ୍କ ଛୁଟି ତାଲିକା
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମେ ୨୦୨୫ ପାଇଁ ମୋଟ ୧୨ ଟି ବ୍ୟାଙ୍କ ଛୁଟି ଘୋଷଣା କରିଛି। ଏହି ତାଲିକାରେ ରବିବାର, ଦ୍ୱିତୀୟ ଏବଂ ଚତୁର୍ତ ଶନିବାର ମଧ୍ୟ ଏଥିରେ ସାମିଲ । ଆଗାମୀ ସପ୍ତାହରେ ବ୍ୟାଙ୍କ…