ମାଂସପେଶୀର ଏହି ବିରଳ ରୋଗ ଅତ୍ୟନ୍ତ ସାଂଘାତିକ…ଶରୀରର ଏହି ଅଂଶ ବନ୍ଦ କରିଦିଏ କାମ! ଚିକିତ୍ସାକୁ ନେଇ ଚାଲିଛି ରିସର୍ଚ୍ଚ
ସମଗ୍ର ବିଶ୍ୱରେ ଏକରୁ ଅଧିକ ସାଂଘାତିକ ଏବଂ ବିରଳ ରୋଗ ଅଛି, ଯାହା ଉଭୟ ମହିଳା ଏବଂ ପୁରୁଷଙ୍କୁ ଟ୍ରିଗର କରିଥାଏ । କିନ୍ତୁ ଆଜି ଆମେ ଏକ ରୋଗ ବିଷୟରେ କହିବାକୁ ଯାଉଛୁ, ଯାହା ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ…