ଦୂରରେ ରହୁଛନ୍ତି କି ପ୍ରେମୀ ? ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ୍ ଆପଣାନ୍ତୁ ଏହି ଉପାୟ, କେହିବି ଭାଙ୍ଗିପାରିବେନି ସମ୍ପର୍କ
ଅନେକ ପ୍ରେମୀ ଯୁଗଳ ଏବେବି ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ରହିଛନ୍ତି । ଚାକିରି ହେଉ ବା ଘରର ଦୂରତା ପାଇଁ ସେମାନଙ୍କୁ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପରେ ରହିବାକୁ ପଡିଛି । ସମସ୍ତେ ଚାହାଁନ୍ତି ନିଜର ବୈବାହିକ ଜୀବନ…