ମହିଳା ଶ୍ରମଶକ୍ତି ଭାଗୀଦାରୀ ବୃଦ୍ଧି ହେଲେ ଦେଶର ଜିଡିପି 1% ବୃଦ୍ଧି ପାଇବ: ରିପୋର୍ଟ
ନୂଆଦିଲ୍ଲୀ : ଭାରତରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗୀଦାରୀ ବୃଦ୍ଧି ପାଇଲେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) 1 % ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି। ଏକ ଅର୍ଥନୈତିକ…