ବାବା ଭେଙ୍ଗାଙ୍କ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ: ମଣିଷମାନେ ପରସ୍ପରକୁ କରିବେ ହତ୍ୟା, ଜାଣନ୍ତୁ କେବେ ଘଟିବ ଏହି ଘଟଣା
ବିଶ୍ୱ ପ୍ରସିଦ୍ଧ ବୁଲଗାରୀୟ ଭବିଷ୍ୟବକ୍ତା ବାବା ଭେଙ୍ଗା (Baba Vanga) ତାଙ୍କର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ୨୦୨୫ ପାଇଁ ତାଙ୍କର ଏକ ଭୟଙ୍କର ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି…