ସକାଳୁ ସକାଳୁ ଏହି ଲକ୍ଷଣ ଦେଖାଗଲେ ବୁଝିଯାଆନ୍ତୁ ଯେ ବଢ଼ିଯାଇଛି ବ୍ଲଡ ସୁଗାର: ଜାଣନ୍ତୁ ଏହାକୁ ନିୟନ୍ତ୍ରଣ କରିବାର ଉପାୟ

ମଧୁମେହ ଅର୍ଥାତ୍ ଶରୀରରେ ବ୍ଲଡ ସୁଗାର ବୃଦ୍ଧିକୁ ବହୁତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଥରେ ମଧୁମେହ ହୋଇଗଲେ, ଏହାକୁ କେବଳ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରାଯାଇପାରିବ…

ଜାଲ ସାର୍ଟିଫିକେଟରେ ଅଧ୍ୟାପକଙ୍କ ଚାକିରି ! ଯାଞ୍ଚ ବେଳେ ଧରାପଡିଲେ ଜୁଲୋଜି ଅଧ୍ୟାପକ

ଉଦଳା: ଆଜିକାଲି ଯୁଗରେ ଟେକନିକ୍ ଯେତେ ଆଗକୁ ଯାଉଛି, ଠକାମି ମଧ୍ୟ ସେତେ ବଢ଼ୁଛି । ସବୁ କ୍ଷେତ୍ରରେ ଲୋକମାନେ ଜାଲିଆତି କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଉଦଳାରେ ଏକ ଠକେଇ ମାମଲା ସାମ୍ନାକୁ ଆସିଛି,…

ରାଜ୍ୟରେ କାଳବୈଶାଖି, ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ଆଜିଠୁ ବଢିବ କାଳବୈଶାଖିର ପ୍ରଭାବ। ଏ-ନେଇ ପାଣିପାଗ ବିଭାଗ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ... ଆଜି…

ମୋଦୀ ସରକାର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ନିଶାଦ୍ରବ୍ୟ କାରବାରକୁ ଦମନ କରୁଛନ୍ତି : ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ସମ୍ପୂର୍ଣ୍ଣ ଶକ୍ତି ସହିତ ନିଶାଦ୍ରବ୍ୟ କାରବାର କରୁଥିବା ଗୋଷ୍ଠୀକୁ ଦମନ କରୁଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ…

ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ବୟାନ: କହିଲେ-‘ଏଥିପାଇଁ ପୀଡିତା ନିଜେ ଦାୟୀ’

ନୂଆଦିଲ୍ଲୀ: ଛାତ୍ରୀଙ୍କ ବଳାତ୍କାର ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସମୟରେ ତାଙ୍କ ଆଦେଶରେ ଏକ ଟିପ୍ପଣୀ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟର ବିଚାରପତି ସଞ୍ଜୟ କୁମାର…

ଦିଲ୍ଲୀ ଏୟାରପୋର୍ଟରେ ଲାଗିଲା ନିଆଁ: ଭୟରେ ଏତେତେଣେ ଦୌଡ଼ିବାକୁ ଲାଗିଲେ ଲୋକେ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ ଖବର ଶୁଣି ଚାରିଆଡ଼େ ଆତଙ୍କ ଖେଳିଯାଇଛି । ଟର୍ମିନାଲ ଥ୍ରୀର ଫୁଡ୍ କୋର୍ଟ ଅଞ୍ଚଳ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୌଭାଗ୍ୟର…

ଏପ୍ରିଲ ମାସରେ ସୁନା କିଣିବା ପାଇଁ କେଉଁ ଦିନଟି ସବୁଠାରୁ ଭଲ? ଜାଣନ୍ତୁ

ଶାସ୍ତ୍ର ଅନୁସାରେ, ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । କାହିଁକି ନା ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ ବୋଲି କୁହାଯାଏ । ଯଦିଓ ସୁନା ଯେକୌଣସି ସମୟରେ କିଣାଯାଇପାରିବ କିନ୍ତୁ ପଞ୍ଚାଙ୍ଗ…

ଚେନ୍ନାଇ ସୁପର କିଙ୍ଗସର ପୁଣିଥରେ କ୍ୟାପଟେନ ହେଲେ ଏମଏସ ଧୋନୀ, ଜାଣନ୍ତୁ କାହିଁକି ହେଲା ଏହି ବଡ଼ ପରିବର୍ତ୍ତନ

ଚେନ୍ନାଇ : ଆହତ ଯୋଗୁ ଚଳିତ ଆଇପିଏଲ ୨୦୨୫ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି ଋତୁ । ତାଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ଫଳରେ ପୂରା ଟୁର୍ଣ୍ଣାମେଣ୍ଟରୁ ସେ ବାହାର ହୋଇଯାଇଛନ୍ତି । ବର୍ତ୍ତମାନଠୁ ସିଏସକେ ପାଇଁ ଅଧିନାୟକ…

ଏବେ ଭାରତ ତିଆରି କରିବ ନିଜର ସେମିକଣ୍ଡକ୍ଟର ଚିପ୍ସ! ବର୍ଷର ଶେଷ ସୁଦ୍ଧା ହେବ ଲଞ୍ଚ – କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ସୂଚନା ଦେଇଛନ୍ତି ଯେ, ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ନିର୍ମିତ ସେମିକଣ୍ଡକ୍ଟର ଚିପ୍ ଚଳିତ ବର୍ଷ ଲଞ୍ଚ ହେବ । ସେ କହିଛନ୍ତି ଯେ ଏହି ଦିଗରେ ପାଞ୍ଚଟି…

ମାଲାମାଲ୍ ହେବେ ସରକାରୀ କର୍ମଚାରୀ! DA ବଢ଼ିବାରୁ ଏବେ ଏତିକି ମିଳିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ସପ୍ତମ ଅର୍ଥ କମିଶନ ଅଧୀନରେ, ମହଙ୍ଗା ଭତ୍ତା (ଡିଏ) ରେ ୨ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରାଯାଇଛି,…