ରାଜ୍ୟରେ ଶୀତର ନାହିଁ ଦେଖା ! ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବ। ବର୍ଷାର ସମ୍ଭାବନା ଦେଖାଯାଉନି। ଆସନ୍ତା ୧୩ ତାରିଖ ଯାଏଁ ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ…

ଗଳା କର୍କଟକୁ ଚିହ୍ନିବେ କିପରି, ଜାଣନ୍ତୁ ଲକ୍ଷଣ

ଗଳା କର୍କଟ ଅତ୍ୟନ୍ତ ବିପଜ୍ଜନକ । ଏହି କର୍କଟ ଗଳାରେ ଓ ଆପଣଙ୍କ ସ୍ୱରରେ ମୃଦୁ ସଙ୍କେତ ଦେଇଥାଏ । ଯେକୌଣସି ବ୍ୟକ୍ତିଙ୍କର ନାକ ଅବରୋଧ, ଗଳା କିମ୍ବା କାନରେ ଯନ୍ତ୍ରଣା, ବେକରେ ଫୁଲିଯିବା, ଖାଦ୍ୟ ଗିଳିବାରେଅସୁବିଧା,…

ସରକାରୀ ଯୋଜନା ମାଧ୍ୟମରେ ସଶକ୍ତ ହେଉଛନ୍ତି ମହିଳା, ଡିବିଟି ମାଧ୍ୟମରେ ପଠାଯାଇଛି ୨.୧୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଆଠଟି ରାଜ୍ୟର ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ମହିଳାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯାଇଥିବା ପରିମାଣ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ବୁଧବାର…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ସରକାରୀ ଚାକିରିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ମଝିରେ ବଦଳିବନି ନିୟମ

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟାର ନିୟମ ସଂପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି । ସର୍ବୋଚ୍ଚ ଅଦାଲତର ସାମ୍ବିଧାନିକ ଖଣ୍ଡପୀଠ ଏହାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଗୁରୁବାର…

ତୁଳସୀ ବିବାହ ଦିନ କରନ୍ତୁ ଏହି ୩ଟି ଉପାୟ: ଆର୍ଥିକ ସଙ୍କଟ ଓ ପାରିବାରିକ କଳହ ହେବ ଶେଷ, ପାଇବେ ଅନେକ ଖୁସିଖବର

ଯେତେବେଳେ ଭଗବାନ ବିଷ୍ଣୁ ୪ ମାସ ଶୋଇବା ପରେ ଜାଗ୍ରତ ହୁଅନ୍ତି, ଏହାକୁ ଦେବଥାନି ଏକାଦଶୀ କୁହାଯାଏ । ଏହାକୁ ଦେବ ଦୀପାବଳି ବା ଦେବଥାନି ଏକାଦଶୀ ମଧ୍ୟ କୁହାଯାଏ । ଏଥର ଏହି ଏକାଦଶୀ ୧୨ ନଭେମ୍ବରରେ ହେବ । ଏହି ଦିନ…

ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ଡିସେମ୍ବର ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ମିଳିବ। ସବୁ ସ୍କୁଲ୍‌କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲ୍ ଓ କଲେଜକୁ…

ଵିଦ୍ୟାଲକ୍ଷ୍ମୀ ଯୋଜନାରେ କିପରି ପାଇବେ ଋଣ? ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଥିଲା । ଏହି…

‘ସମଗ୍ର ବିଶ୍ୱ ମୋଦୀଙ୍କୁ ଭଲ ପାଏ’: ୪୭ ତମ ଆମେରିକାର ରାଷ୍ଟ୍ରପତି ହେଲା ପରେ ଟ୍ରମ୍ପଙ୍କର ମୋଦୀଙ୍କ ସହ ଖାସ୍ କଥାବାର୍ତ୍ତା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଦମଦାର ବିଜୟ ହାସଏ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ନେତା ୨୭୦ ଟି ଭୋଟର ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ।…

ଏହି ବ୍ୟାଙ୍କରେ ୧୦୦୦ ଏଗ୍ଜିକ୍ୟୁଟିଭ୍ ପଦବୀ ପାଇଁ ନିଯୁକ୍ତି: ପ୍ରତି ମାସରେ ପାଇବେ ମୋଟା ଅଙ୍କର ଦରମା,ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (IDBI) ୬ ନଭେମ୍ବର ୨୦୨୪ ରେ ଏଗ୍ଜିକ୍ୟୁଟିଭ ବା କାର୍ଯ୍ୟନିର୍ବାହୀ ପଦବୀ (ବିକ୍ରୟ ଏବଂ ଅପରେସନ୍) ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।…

ବୋମା ପରି ଫାଟିଲା iPhone 14 Pro Max! ନିଆଁ ମଧ୍ୟରେ ମହିଳା ବିଛଣାରୁ ଉଠି ଚିତ୍କାର କଲେ – ବଞ୍ଚାଅ, ବଞ୍ଚାଅ …

ଚୀନରେ ଜଣେ ମହିଳାଙ୍କ ସହ ଏକ ଭୟଙ୍କର ଘଟଣା ଘଟିଛି । ରାତିରେ ଚାର୍ଜ କରିବା ସମୟରେ ତାଙ୍କ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ଫୋନରେ ହଠାତ୍ ନିଆଁ ଲାଗିଗଲା । ମହିଳା ଜଣକ ସକାଳେ ଉଠି ଦେଖିଲେ ଯେ ତାଙ୍କ ଫୋନ୍ ଜଳୁଛି ଏବଂ…