ସୁକନ୍ୟା ସମୃଦ୍ଧି ଯୋଜନା ଏବଂ PPFରେ ନିବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ଲଟେରୀ: ସରକାର ସୁଧ ହାର ବଢ଼ାଇବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନା, ଏନଏସସି, ପିପିଏଫ୍ ଭଳି ଯୋଜନାରେ ନିବେଶ କରିଛନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବର । ବର୍ତ୍ତମାନ ଆପଣ ଏହି ଛୋଟ ଯୋଜନାଗୁଡ଼ିକରେ ଜବରଦସ୍ତ ରିଟର୍ନ ପାଇବାକୁ…

ଏଣିକି ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କୁ ପିଏମ କିଷାନ ଯୋଜନାର ୬୦୦୦ ଟଙ୍କା! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଅନେକ…

କାବୁଲରେ ଭୟଙ୍କର ବିସ୍ଫୋରଣ: ମସଜିଦ ବିସ୍ଫୋରଣରେ ଇମାମଙ୍କ ସମେତ ୩୦ ଜଣଙ୍କର ମୃତ୍ୟୁ, ୪୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପରିସ୍ଥିତି ସାଙ୍ଘାତିକ ହୋଇପଡ଼ିଛି । ରାଜଧାନୀରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେବାରେ ଲାଗିଛି । ଏଥର ସେଠାରେ ଥିବା ମସଜିଦକୁ ଟାର୍ଗେଟ୍ କରାଯାଇଛି । ଆଫଗାନିସ୍ତାନର…

ବିନା ଠୋସ୍ କାରଣରେ ସ୍ୱାମୀ ସହ ନରହିବା ଏକ ପ୍ରକାର ନିର୍ଯ୍ୟାତନା : ଫ୍ୟାମିଲି କୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ, କୌଣସି ବୈଧ କାରଣ ବିନା ସ୍ୱାମୀଙ୍କ ସହ ନ ରହିବା ତାଙ୍କୁ…

କାଲିଠୁ ଲଗାତାର ୪ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହୋଇସାରିଥିବା ବେଳେ ଚଳିତ ମାସରେ ବ୍ୟାଙ୍କଗୁଡିକ ଅଧିକ ଦିନ ପାଇଁ ବନ୍ଦ ରହିବ । ଏହି ମାସରେ ମୋଟ ୧୮ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ। କେବଳ ଏତିକି ନୁହେଁ ଅନେକ ଛୁଟିଦିନ ଲଗାତାର…

ଏହି ୪ଟି ପରିସ୍ଥିତିରେ ଅଟକିଯିବ ଆପଣଙ୍କ ପିଏମ କିଷାନର ୧୨ତମ କିସ୍ତି! ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଚାଷୀଙ୍କ ଆୟ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପଠାସରିଛି । ଏବେ ଚାଷୀମାନେ ୧୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ପିଏମ କିଷାନର…

ବନ୍ୟାଜଳକୁ ନେଇ SRCଙ୍କ ବଡ଼ ସୂଚନା: ଲଘୁଚାପକୁ ନେଇ ୩ ଜିଲ୍ଲାକୁ କଲେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ବନ୍ୟା ସ୍ଥିତିକୁ…

ଅଟଳ ପେନସନ୍ ଯୋଜନାରେ ବଡ଼ ପରିବର୍ତ୍ତନ: ଏବେ ବନ୍ଦ ହୋଇଯିବ ଏହି ଆକାଉଣ୍ଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଟଳ ପେନସନ୍ ଯୋଜନାରେ ବଡ଼ ପରିବର୍ତ୍ତନ କରିଛନ୍ତି । ନୂଆ ପରିବର୍ତ୍ତନ ପରେ ଅନେକ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ…

ଆଗାମୀ ୧୪୦ ଦିନ ପାଇଁ ବଦଳିଯିବ ୪ ରାଶିର ଭାଗ୍ୟ: ଏକାସାଙ୍ଗରେ ମଙ୍ଗଳ, ବୁଧ ଓ ବୃହସ୍ପତିଙ୍କ ମିଳିବ କୃପା

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିରେ ଜ୍ୟୋତିଷ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଏଠାରୁ ପର୍ବପର୍ବାଣୀକୁ ନେଇ ସମସ୍ତ ଶୁଭ କାର୍ଯ୍ୟ ଜ୍ୟୋତିଷ ଶାସ୍ତ୍ର ଆଧାରରେ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ନବଗ୍ରହ…

ଲୋକଙ୍କୁ ଶକ୍ତ ଝଟକା: ଆଜିଠାରୁ ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ: ହୋଲସେଲ ମୁଦ୍ରାସ୍ଫୀତି ହାର (ଡବ୍ଲୁପିଆଇ) ର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ଏହା ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ପ୍ରକାଶିତ ତଥ୍ୟରେ ମୁଦ୍ରାସ୍ଫୀତି ୧୩.୯୩ ପ୍ରତିଶତକୁ ଖସି ଆସିଛି ।…